
ଓଡ଼ିଆମାନେ ବାରମାସରେ ତେରପର୍ବ ପାଳନ କରନ୍ତି । ଏହି ସମସ୍ତ ପର୍ବପର୍ବାଣି ଜୀବନଯାତ୍ରାରେ ଅଦ୍ଭୁତ ପୁଲକ ସୃଷ୍ଟିକରେ; ଅପାର ଆନନ୍ଦ ସଞ୍ଚାର କରାଏ । ହିନ୍ଦୁ ପରମ୍ପରାରେ ପୂର୍ଣ୍ଣିମା, ଆମବାସ୍ୟା, ଏକାଦଶୀ ଏକ ବିଶେଷ ତିଥି । କୃଷ୍ଣପକ୍ଷର ଶେଷ ଦିନକୁ ଆମବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ । ପ୍ରତ୍ୟେକ ମାସରେ ଅମାବାସ୍ୟା ପଡିଥାଏ ଏବଂ ଏହି ସବୁ ଅମାବାସ୍ୟାଗୁଡିକର ଆମ ଓଡ଼ିଆ ପରମ୍ପରାରେ
"ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ଯା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |