ନିରୁର୍ଦ୍ଦିଷ୍ଟ ବସନ୍ତ

ଋତୁଚକ୍ରର ଅସ୍ବାଭାବିକ ପରିବର୍ତ୍ତନ ଫଳରେ ଏବେ ଗ୍ରୀଷ୍ମର ପ୍ରକୋପ ଆଗରେ ଋତୁରାଜ ବସନ୍ତ ହଜିଯାଇଛି । ଯଦିଓ ଦୂର କେଉଁ ଆଡୁ କୋଇଲିର କୁହୁତାନ ଶୁଭୁଛି, ମାତ୍ର ମଳୟର ସ୍ପର୍ଶ ନାହିଁ କି ବସନ୍ତର କୋମଳ ଓ କମନୀୟ କାନ୍ତିକୁ ଅନୁଭବ କରିହେଉନାହିଁ ।


ବର୍ଷକ ବାରମାସ ଓ ଛଅ ଋତୁ । ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ । ବିଭିନ୍ନ ଋତୁର ଭିନ୍ନ ଅନୁଭବ, ଭିନ୍ନ ଅନୁଭୂତି । ଲୋକକଥା ଅନୁସାରେ ଋତୁଙ୍କ ମଧ୍ୟରେ ରାଜା ହେଉଛି ବସନ୍ତ । ଫାଲଗୁନ ଓ ଚୈତ୍ର ମାସ ହେଉଛି ବସନ୍ତ ଋତୁର ମାସ । ବୈଶାଖ ଓ ଜ୍ୟେଷ୍ଠ ମାସ ହେଉଛି ଗ୍ରୀଷ୍ମ ଋତୁ, ଆଷାଢ଼ ଓ ଶ୍ରାବଣ ହେଉଛି ବର୍ଷା

"ନିରୁର୍ଦ୍ଦିଷ୍ଟ ବସନ୍ତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ