
ପ୍ରେମ ପାଇଁ କିଛି ବିଶେଷ ତିଥି, ନକ୍ଷତ୍ର ଓ ବାରର ଆବଶ୍ଯକତାର ନାହିଁ । ହୃଦୟ ଭିତରେ ସର୍ବଦା ଉତ୍ସବ ପାଳୁଥିବା ପ୍ରେମ ଲାଗି ଏକ ନିଆରା ଉତ୍ସବ ପାଇଁ କୌଣସି ବିଶେଷ ଦିବସର ଆବଶ୍ୟକତା ନାହିଁ । କିନ୍ତୁ ଆଜିକାଲିର ପ୍ରେମୀଯୁଗଳମାନେ ପ୍ରେମ ପାଇଁ ଏକ ନିଆରା ଉତ୍ସବ ପାଳନ କରୁଛନ୍ତି, ଯାହାକୁ ପ୍ରେମଦିବସ ବୋଲି କୁହାଯାଉଛି । ସେମାନଙ୍କ ମତରେ ଫେବୃଆରୀ ହେଉଛି ପ୍ରେମର ଋତୁ ।
"ଋତୁର ନାଁ ପ୍ରେମ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |