ଆସ ଚା’ ପିଇବା

ଚା’ କୁ ନେଇ ସମସ୍ତଙ୍କ ମତ ଭିନ୍ନ । କାହା ପାଇଁ ଚା' ମୁଣ୍ଡବିନ୍ଧାର ଉପଶମ ତ ପୁଣି କାହାର ଦୈନନ୍ଦିନ ଅଭ୍ୟାସ । ଚା’କୁ ନେଇ ଭାରତୀୟମାନେ ବେଶ ଭାବପ୍ରବଣ ଓ ସ୍ପର୍ଶକାତର । ବିନା ଚା'ରେ ଭାରତର କଳ୍ପନା ଇ ସମ୍ଭବ ନୁହେଁ ।


ପାନୀୟ ଜଳ ପରେ ବିଶ୍ବର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପାନୀୟ ହେଉଛି ‘ଚା’ । ଉଭୟ ଦେଶୀ ଓ ବିଦେଶୀ ଚଳଣିରେ ଚା’ ସବୁଠି ଲୋକପ୍ରିୟ । ଗାଁ ହେଉ କି ସହର ସବୁଠି ସକାଳ ଆରମ୍ଭ ହୁଏ ଚା’ କପରୁ । ସକାଳୁ ସକାଳୁ ଖବରକାଗଜ ସହ ଚା’ ନ ରହିଲେ ଆମ ଭାରତୀୟଙ୍କ ଦିନ ଆରମ୍ଭ ହୁଏନି । ଏମିତିକି ଭାରତରେ ଲୋକମାନେ କପେ ଚା’କୁ

"ଆସ ଚା’ ପିଇବା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ