ରଙ୍ଗଉତ୍ସବ: କେଉଁଠି, କେମିତି

ଭାରତୀୟ ଧର୍ମରେ ଥିବାର ସମସ୍ତ ଉତ୍ସବ ତଥା ପର୍ବପର୍ବାଣି ଆମ ଜୀବନରେ ରଙ୍ଗ ଭରିଦେଇଥାଏ । ତେବେ ଫଗୁ, ଅବିରର ଏଇ ରଂଗ ଭିତରେ ହାେଲି ପର୍ବ ଭାରତର କୋଣ ଅନୁକୋଣରେ ନିଆରା ଉତ୍ସବ ରୂପେ ପାଳିତ ହାେଇଥାଏ । କାରଣ ଏହି ପର୍ବର ସବୁଠୁ ଆକର୍ଷଣ ହେଉଛି - ରଙ୍ଗଖେଳ ।


ସମଗ୍ର ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ହୋଲି ହେଉଛି ଅନ୍ଯତମ । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଭାରତୀୟ ଧର୍ମରେ ଥିବା ସମସ୍ତ ଉତ୍ସବ ତଥା ପର୍ବପର୍ବାଣି ଆମ ଜୀବନରେ ଏକ ନିଆରା ରଙ୍ଗ ଭରିଦେଇଥାଏ, ମାତ୍ର ଫଗୁ, ଅବିରର ଏଇ ହାେଲି ଉତ୍ସବ ବେଶ୍ ଆକର୍ଷଣୀୟ । କାରଣ ଏହି ପର୍ବର ସବୁଠୁ

"ରଙ୍ଗଉତ୍ସବ: କେଉଁଠି, କେମିତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ