1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା 2. ବିଶ୍ଵ ଚକୋଲେଟ୍‌ ଦିବସ: ଜାଣନ୍ତୁ ଚକୋଲେଟ୍‌ ସମ୍ପର୍କରେ କିଛି ଜଣା ଅଜଣା କଥା 3. ନଦୀ ପାଇଁ ଦୁଇପଦ 4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା 5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ 6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ 7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ 8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ 9. ବିଶ୍ୱ ଜଳ ଦିବସର ବାର୍ତ୍ତା 10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ 11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା 12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ 13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା 14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ 15. ସ୍ମାଇଲ୍ ପ୍ଲିଜ 16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ 17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ 18. ଅତୀତର ଆଇନା: ସଂଗ୍ରହାଳୟ 19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ 20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି 21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ 22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ 23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା 24. ଚକୋଲେଟ୍‌: କୁଛ ମିଠା ହୋ ଯାଏ 25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା 26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା 27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି 28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ 29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି 30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର 31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ 32. ଆଦିବାସୀଙ୍କ ପାଇଁ ଦିନଟିଏ 33. ହାତୀ ପାଇଁ ଦିନଟିଏ 34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ 35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା 36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ 37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ 38. ବିଶ୍ୱ ମଧୁମେହ ଦିବସ 39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍ 40. ଆଜି ବିଶ୍ୱ ଟେଲିଭିଜନ ଦିବସ 41. ବିଶ୍ବ ରେଡିଓ ଦିବସ - କିଛି କଥା 42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ 43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା 44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା 45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ 46. ଲଜ୍ୟା ନୁହେଁ ବରଂ ସ୍ୱଚ୍ଛତା ଜରୁରୀ 47. ବିଶ୍ୱସ୍ତରୀୟ ସମସ୍ୟା - କ୍ଷୁଧା 48. ବୈଧବ୍ଯର ଯନ୍ତ୍ରଣାରୁ ଏକ ନୂଆ ସକାଳ - ଆନ୍ତର୍ଜାତିକ ବୈଧବ୍ୟ ଦିବସ

ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା

ପ୍ଲାଷ୍ଟିକ୍ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପରିବେଶ ଅନୁକୂଳ ବିକଳ୍ପ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୨ରେ ବିଶ୍ୱ ପେପର ବ୍ୟାଗ୍ ଦିବସ ପାଳନ କରାଯାଏ । ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ସହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ହ୍ରାସ କରିବାରେ କାଗଜ ବ୍ୟାଗ ବା ପେପର ବ୍ୟାଗଗୁଡ଼ିକ ବଡ ଭୂମିକା ଗ୍ରହଣ କରିଥାଏ । ଏହା ମଧ୍ୟ ସହଜରେ ପୁନଃ ବ୍ୟବହାର ଯୋଗ୍ୟ ମଧ୍ୟ ହୋଇଥାଏ । ପେପର ବ୍ୟାଗ ଦିବସର ମହତ୍ତ୍ୱ ହେଉଛି ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରକୁ ବନ୍ଦ କରିବା ଏବଂ ଏହି ପ୍ଲାଷ୍ଟିକଗୁଡିକ ପରିବେଶ ପାଇଁ କେତେ କ୍ଷତିକାରକ ସେ ବିଷୟରେ ସଚେତନତା ସୃଷ୍ଟି କରିବା । ଚଳିତ ବର୍ଷ ପେପର ବ୍ୟାଗ୍ ଦିବସର ବିଷୟବସ୍ତୁ ରହିଛି ‘ନିଜ ଭିତରର ଅନୁସୃଜନକୁ ବ୍ୟବହାର କରନ୍ତୁ : ପ୍ଲାଷ୍ଟିକ ବର୍ଜନ କରି କାଗଜ ଥଳିକୁ ଆପଣାନ୍ତୁ।’ ଏହି ଥିମ ଜରିଆରେ ପ୍ଲାଷ୍ଟିକ୍ ବ୍ୟାଗର ବ୍ୟବହାର ଆମ ପ୍ରକୃତିକୁ କେତେ ପରିମାଣର କ୍ଷତି ଘଟାଉଛି ସେସମ୍ପର୍କରେ ବାର୍ତ୍ତା ଦେବା ସହ ଲୋକଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ସୂଚନା ଦେଉଛି । ଆହୁରି ମଧ୍ୟ ଭବିଷ୍ୟତ ପିଢ଼ିକୁ ପରିବେଶକୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ପରିବେଶ ଅନୁକୂଳ ଦ୍ରବ୍ୟ ଆଡକୁ ଯିବାକୁ ଉତ୍ସାହିତ କରୁଛି । ଫ୍ରାନ୍ସିସ୍ ୱୋଲ୍ ନାମକ ଜଣେ ଆମେରିକୀୟ ୧୮୫୨ ମସିହାରେ ପ୍ରଥମ କାଗଜ ବ୍ୟାଗ୍ ମେସିନ୍ ତିଆରି କରିଥିଲେ ।

"ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |