ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ - ଭାଷା ହିଁ ଭବିଷ୍ୟତ

ଭାଷା କେବଳ ଭାବ ପ୍ରକଟ କରିବା ପାଇଁ ନୁହେଁ ବରଂ ପରିଚୟ, ଯୋଗାଯୋଗ, ସାମାଜିକ ଏକୀକରଣ, ଶିକ୍ଷା ଏବଂ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ଭାଷାର ବିକାଶକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଆୟାେଜିତ ହାେଇଛି "ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ" ।


ଓଡ଼ିଆ ଜାତିର ଆତ୍ମା, ଗର୍ବ ଓ ଗୌରବ ହେଉଛି ଓଡ଼ିଆ ଭାଷା । ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବାକୁ ରାଜ୍ଯ ସରକାର ବହୁ ପଦକ୍ଷେପ ନେଇଛନ୍ତି । ନିକଟ ଅତୀତରେ ଓଡ଼ିଆ ବିଶ୍ବ ବିଦ୍ଯାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ପ୍ରଥମ ଥର ପାଇଁ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଅନୁଷ୍ଠିତ ହାେଇଯାଇଛି । ଗତ ଫେବୃଆରୀ ୩ ତାରିଖରୁ ଜନତା ମଇଦାନରେ“ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ”ର ତିନିଦିନିଆ

"ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ - ଭାଷା ହିଁ ଭବିଷ୍ୟତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ