କଷି ଗୁଆ କଷି ପାନ, ଗୁଜୁରାତି ଦେଇ ବିଡ଼ିଲି ମନ, ରଜ ସଙ୍କରାନ୍ତି ଦିନ

ରଜପର୍ବକୁ ପାନର ପର୍ବ କହିଲେ ଅତ୍ଯୁକ୍ତି ହେବ ନାହିଁ ତେବେ ଏହି ପାନକୁ ନେଇ କିଛି କଥା ...


ଚାରିଆଡ଼େ ରଜର ସାଜସଜ୍ଜା | ତିନିଦିନିଆ ରଜପର୍ବରେ ସବୁଠି ଗହଳ ଚହଳ, ପିଠା, ମିଠା ଆଉ ଦୋଳିର ଭିଡ଼ | ବର୍ଷକ ଥରେ ଏହି ରଜପର୍ବକୁ ନେଇ ଯେତେସବୁ ଆୟୋଜନ | ତେବେ ରଜର ଦୋଳି ଖେଳ, ପୋଡ଼ପିଠା ଆଉ ସଜବାଜ ସହ ବେଶୀ ଆକର୍ଷଣ ଲାଗେ ରଜ ପାନକୁ ନେଇ | ରଜପର୍ବକୁ ପାନର ପର୍ବ କହିଲେ ଅତ୍ଯୁକ୍ତି ହେବ ନାହିଁ । ସହର ବଜାରରେ ପ୍ରତି ଛକରେ

"କଷି ଗୁଆ କଷି ପାନ, ଗୁଜୁରାତି ଦେଇ ବିଡ଼ିଲି ମନ, ରଜ ସଙ୍କରାନ୍ତି ଦିନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ