ଖୁସି ବିନା ଜୀବନ ଅର୍ଥହୀନ

ସମସ୍ତଙ୍କ ପାଖରେ ଖୁସିର ସଂଜ୍ଞା ଆଉ ଅନୁଭବ ଭିନ୍ନ । କାହାପାଖରେ ସବୁ ଥାଇ ବି ସେ ଖୁସି ହୋଇପାରେନି ତ ଆଉ କାହା ପାଖରେ କିଛି ନଥାଇ ବି ସେ ଖୁସିରେ ରହିପାରେ । ଖୁସି ରହିବା ମଣିଷର ଆବଶ୍ୟକତା ।


ଖୁସି ସମସ୍ତଙ୍କ ପାଇଁ ଆଉ ସମସ୍ତଙ୍କ କ୍ଷେତ୍ରରେ ଭିନ୍ନ ହୋଇପାରେ । ଖୁସି ହେଉଛି ଏକ ଅନୁଭବ । କାହା ପାଇଁ ଗୋଟେ ଚା କପ ଖୁସିର କାରଣ ହୋଇପାରେ ତ ଆଉ କାହାପାଇଁ ପ୍ରିୟଜନଙ୍କ ବାର୍ତ୍ତା କି ଆଉ କାହା ପାଇଁ ତା ପରିବାର । କିନ୍ତୁ ଖୁସି କହିଲେ ହେଉଛି ମାନସିକତା । କାହାପାଖରେ ସବୁ ଥାଇ ବି ସେ ଖୁସି ହୋଇପାରେନି ତ ଆଉ କାହା

"ଖୁସି ବିନା ଜୀବନ ଅର୍ଥହୀନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ