1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା 2. ବିଶ୍ଵ ଚକୋଲେଟ୍‌ ଦିବସ: ଜାଣନ୍ତୁ ଚକୋଲେଟ୍‌ ସମ୍ପର୍କରେ କିଛି ଜଣା ଅଜଣା କଥା 3. ନଦୀ ପାଇଁ ଦୁଇପଦ 4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା 5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ 6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ 7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ 8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ 9. ବିଶ୍ୱ ଜଳ ଦିବସର ବାର୍ତ୍ତା 10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ 11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା 12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ 13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା 14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ 15. ସ୍ମାଇଲ୍ ପ୍ଲିଜ 16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ 17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ 18. ଅତୀତର ଆଇନା: ସଂଗ୍ରହାଳୟ 19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ 20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି 21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ 22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ 23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା 24. ଚକୋଲେଟ୍‌: କୁଛ ମିଠା ହୋ ଯାଏ 25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା 26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା 27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି 28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ 29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି 30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର 31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ 32. ଆଦିବାସୀଙ୍କ ପାଇଁ ଦିନଟିଏ 33. ହାତୀ ପାଇଁ ଦିନଟିଏ 34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ 35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା 36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ 37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ 38. ବିଶ୍ୱ ମଧୁମେହ ଦିବସ 39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍ 40. ଆଜି ବିଶ୍ୱ ଟେଲିଭିଜନ ଦିବସ 41. ବିଶ୍ବ ରେଡିଓ ଦିବସ - କିଛି କଥା 42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ 43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା 44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା 45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ 46. ଲଜ୍ୟା ନୁହେଁ ବରଂ ସ୍ୱଚ୍ଛତା ଜରୁରୀ 47. ବିଶ୍ୱସ୍ତରୀୟ ସମସ୍ୟା - କ୍ଷୁଧା 48. ବୈଧବ୍ଯର ଯନ୍ତ୍ରଣାରୁ ଏକ ନୂଆ ସକାଳ - ଆନ୍ତର୍ଜାତିକ ବୈଧବ୍ୟ ଦିବସ

ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା

ସଂସ୍କୃତି, ଐତିହ୍ୟକୁ ବିଶ୍ବବାସୀଙ୍କ ନିକଟରେ ପରିଚିତ କରାଇବା ପାଇଁ ପ୍ରତିବର୍ଷ ପାଳିତ ହୋଇଥାଏ ବିଶ୍ବ ଐତିହ୍ୟ ଦିବସ । ପ୍ରତ୍ୟେକ ବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଏ । ୧୯୮୨ ମସିହାରେ ଏପ୍ରିଲ ୧୮ ତାରିଖରେ ଇଣ୍ଟର ନ୍ୟାସନାଲ କାଉନସିଲ ଅଫ ମନୁମେଣ୍ଟସ ଆଣ୍ଡ ସାଇଟ ଦ୍ୱାରା ପ୍ରଥମଥର ପାଇଁ ଐତିହ୍ୟ ଦିବସ ପାଳନ କରାଯିବା ସହ ଏପ୍ରିଲ ୧୮କୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୧୯୮୩ ମସିହାରେ ୟୁନେସ୍କୋର ବାଇଶିତମ ସାଧାରଣ ଅଧିବେସନରେ ଏପ୍ରିଲ ୧୮କୁ ଅନ୍ତର୍ଜାତୀୟ ସାଇଟ ଏବଂ ସ୍ମାରକୀ ଦିବସ ଭାବରେ ଘୋଷଣା ଯାଇଥିଲା । ଏହା ପ୍ରାଚୀନ ସ୍ମାରକୀ ଏବଂ ଐତିହ୍ୟ କୀର୍ତ୍ତିରାଜିଗୁଡିକୁ ଚିହ୍ନଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ପରେ ଏହି ଦିନଟି ବିଶ୍ବ ଐତିହ୍ୟ ଦିବସ ଭାବରେ ପରିଚିତ ହେଲା । ସାରା ବିଶ୍ୱରେ ମାନବ ସଭ୍ୟତା ସହ ଜଡିତ ଐତିହାସିକ ଓ ସାଂସ୍କୃତିକ ସ୍ଥଳୀର ସଂରକ୍ଷଣ ପ୍ରତି ଜାଗରଣ ଆଣିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଜାତି ଓ ସଭ୍ୟତାର ମେରୁଦଣ୍ଡ ହେଉଛି, ଐତିହ୍ୟ । ଐତିହ୍ୟର ସୌଧ ଉପରେ ଏକ ସଭ୍ୟତା ଛିଡା ହୋଇଥାଏ ! ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ସାମାଜିକ ବିକାଶ ଯାଏଁ ସବୁଠି ଐତିହ୍ୟର ଚମକ ଦେଖିବାକୁ ମିଳେ । ଯେଉଁ ଜାତିର ଐତିହ୍ୟ ଯେତେ ସୁଦୃଢ ସେ

"ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |