1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା
2. ବିଶ୍ଵ ଚକୋଲେଟ୍ ଦିବସ: ଜାଣନ୍ତୁ ଚକୋଲେଟ୍ ସମ୍ପର୍କରେ କିଛି ଜଣା ଅଜଣା କଥା
3. ନଦୀ ପାଇଁ ଦୁଇପଦ
4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା
5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ
6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ
7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ
8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ
9. ବିଶ୍ୱ ଜଳ ଦିବସର ବାର୍ତ୍ତା
10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ
11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା
12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ
13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା
14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ
15. ସ୍ମାଇଲ୍ ପ୍ଲିଜ
16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ
17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ
18. ଅତୀତର ଆଇନା: ସଂଗ୍ରହାଳୟ
19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ
20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି
21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ
22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ
23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା
24. ଚକୋଲେଟ୍: କୁଛ ମିଠା ହୋ ଯାଏ
25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା
26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା
27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି
28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ
29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି
30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର
31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ
32. ଆଦିବାସୀଙ୍କ ପାଇଁ ଦିନଟିଏ
33. ହାତୀ ପାଇଁ ଦିନଟିଏ
34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ
35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା
36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ
37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
38. ବିଶ୍ୱ ମଧୁମେହ ଦିବସ
39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍ଭିଜିବଲ୍ ଭିଜିବଲ୍
40. ଆଜି ବିଶ୍ୱ ଟେଲିଭିଜନ ଦିବସ
41. ବିଶ୍ବ ରେଡିଓ ଦିବସ - କିଛି କଥା
42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ
43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା
44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା
45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ
ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ
ବିଶ୍ୱବାସୀଙ୍କୁ ହୃଦରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଏ । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ୨୦୦୦ ମସିହାରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ନେଇ ଭିନ୍ନ ଭିନ୍ନ ଥିମ୍ ଚୟନ କରାଯାଇଥାଏ । ସେଇ କ୍ରମରେ ଚଳିତ ବର୍ଷର ଥିମ୍ ରହିଛି ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ’ । ଏଠାରେ ‘ୟୁଜ୍ ହାର୍ଟ’ର ଅର୍ଥ ହେଉଛି ଉପଯୁକ୍ତ ନିଷ୍ପତ୍ତି ନେଇ ସଠିକ ସମୟରେ ସାହସର ସହିତ ନିଜକୁ ତଥା ଅନ୍ୟକୁ ସାହାଯ୍ୟ କରିବା । ସମ୍ପ୍ରତି ଯୁବପିଢିଙ୍କ ପାଇଁ ହୃଦଘାତ ଏବେ ଏକ ସଙ୍କଟର କାରଣ ପାଲଟିଛି । ନିକଟ ଅତୀତରେ ବହୁ ଯୁବ କଳାକାର ହୃଦଘାତର ଶିକାର ହୋଇଛନ୍ତି । ହୃଦଘାତରେ ମୃତ୍ୟୁବରଣ କରିଥିବା ଯୁବ କଳାକାରମାନେ ଶାରୀରିକ ବ୍ୟାୟାମ କରିବା ସମୟରେ ହୃଦଘାତର ଶିକାର ହୋଇଛନ୍ତି । ମାତ୍ରାଧିକ ଶାରୀରିକ ବ୍ୟାୟାମ ତାଙ୍କ ପାଇଁ ଘାତକ ସାଜିଛି ।
ମଣିଷ ଶରୀରର ହାର୍ଟ ବା ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ । ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ଅତ୍ଯନ୍ତ ଆବଶ୍ୟକ । ଲୋକଙ୍କୁ ଏହି ବାବଦରେ ସଚେତନ କରାଇବା ଲାଗି ପ୍ରଥମେ ୨୦୦୦ ମସିହାରେ ଏହି ଦିବସ
"ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |