1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା
2. ବିଶ୍ଵ ଚକୋଲେଟ୍ ଦିବସ: ଜାଣନ୍ତୁ ଚକୋଲେଟ୍ ସମ୍ପର୍କରେ କିଛି ଜଣା ଅଜଣା କଥା
3. ନଦୀ ପାଇଁ ଦୁଇପଦ
4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା
5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ
6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ
7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ
8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ
9. ବିଶ୍ୱ ଜଳ ଦିବସର ବାର୍ତ୍ତା
10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ
11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା
12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ
13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା
14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ
15. ସ୍ମାଇଲ୍ ପ୍ଲିଜ
16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ
17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ
18. ଅତୀତର ଆଇନା: ସଂଗ୍ରହାଳୟ
19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ
20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି
21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ
22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ
23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା
24. ଚକୋଲେଟ୍: କୁଛ ମିଠା ହୋ ଯାଏ
25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା
26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା
27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି
28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ
29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି
30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର
31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ
32. ଆଦିବାସୀଙ୍କ ପାଇଁ ଦିନଟିଏ
33. ହାତୀ ପାଇଁ ଦିନଟିଏ
34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ
35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା
36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ
37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
38. ବିଶ୍ୱ ମଧୁମେହ ଦିବସ
39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍ଭିଜିବଲ୍ ଭିଜିବଲ୍
40. ଆଜି ବିଶ୍ୱ ଟେଲିଭିଜନ ଦିବସ
41. ବିଶ୍ବ ରେଡିଓ ଦିବସ - କିଛି କଥା
42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ
43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା
44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା
45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ
ହାତୀ ପାଇଁ ଦିନଟିଏ
ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ହାତୀଙ୍କୁ ବଞ୍ଚାଇବା । ପ୍ରଥମ ବିଶ୍ୱ ହସ୍ତୀ ଦିବସ ୨୦୧୨ ମସିହା ଅଗଷ୍ଟ ୧୨ରେ ଆରମ୍ଭ ହୋଇଥିଲା । ହାତୀ ବଂଶକୁ ସୁରକ୍ଷା ଦେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଛି ।
ହାତୀକୁ ନେଇ ସମସ୍ତଙ୍କ ମନରେ ଥାଏ ଏକ ସକରାତ୍ମକ ଭାବନା । ସାନ ପିଲା ହେଉ କି ବଡ ଲୋକ ସମସ୍ତେ ହାତୀକୁ ବହୁତ ପସନ୍ଦ କରନ୍ତି । ହାତୀ ହେଉଛି ମାତା ଲକ୍ଷ୍ମୀଙ୍କ ବାହନ । ପୁଣି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମସ୍ତକ ହସ୍ତୀର ମସ୍ତକ ହୋଇଥିବାରୁ ହାତୀ ଆମ ଧର୍ମୀୟ ବିଶ୍ୱାସରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।
ଛୋଟ ଛୁଆଟିର ମନୋରଞ୍ଜନ ପାଇଁ ମା’ମାନେ ହାତୀ ଗୀତ ଶୁଣେଇ କୁହନ୍ତି - ଝୁଲରେ ହାତୀ ଝୁଲୁ, ବାଆ ପାଣି ଖାଇ ଫୁଲୁ । ପୁଣି ଆମର ପୌରାଣିକ କାହାଣୀ ହେଉ କି ଐତିହାସିକ କାହାଣୀ ସବୁଠି ହାତୀଙ୍କର ପ୍ରାବଲ୍ୟ ରହିଥାଏ । କଳା, ଲୋକକଥା, ଧର୍ମ, ସାହିତ୍ୟ ଓ ଲୋକପ୍ରିୟ ସଂସ୍କୃତିରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳେ । ହାତୀକୁ ନେଇ ଅନେକ ସଫଳ ସିନେମା ମଧ୍ୟ ତିଆରି ହୋଇଛି ।
"ହାତୀ ପାଇଁ ଦିନଟିଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |