1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା 2. ବିଶ୍ଵ ଚକୋଲେଟ୍‌ ଦିବସ: ଜାଣନ୍ତୁ ଚକୋଲେଟ୍‌ ସମ୍ପର୍କରେ କିଛି ଜଣା ଅଜଣା କଥା 3. ନଦୀ ପାଇଁ ଦୁଇପଦ 4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା 5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ 6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ 7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ 8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ 9. ବିଶ୍ୱ ଜଳ ଦିବସର ବାର୍ତ୍ତା 10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ 11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା 12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ 13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା 14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ 15. ସ୍ମାଇଲ୍ ପ୍ଲିଜ 16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ 17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ 18. ଅତୀତର ଆଇନା: ସଂଗ୍ରହାଳୟ 19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ 20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି 21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ 22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ 23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା 24. ଚକୋଲେଟ୍‌: କୁଛ ମିଠା ହୋ ଯାଏ 25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା 26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା 27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି 28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ 29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି 30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର 31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ 32. ଆଦିବାସୀଙ୍କ ପାଇଁ ଦିନଟିଏ 33. ହାତୀ ପାଇଁ ଦିନଟିଏ 34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ 35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା 36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ 37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ 38. ବିଶ୍ୱ ମଧୁମେହ ଦିବସ 39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍ 40. ଆଜି ବିଶ୍ୱ ଟେଲିଭିଜନ ଦିବସ 41. ବିଶ୍ବ ରେଡିଓ ଦିବସ - କିଛି କଥା 42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ 43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା 44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା 45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ 46. ଲଜ୍ୟା ନୁହେଁ ବରଂ ସ୍ୱଚ୍ଛତା ଜରୁରୀ 47. ବିଶ୍ୱସ୍ତରୀୟ ସମସ୍ୟା - କ୍ଷୁଧା 48. ବୈଧବ୍ଯର ଯନ୍ତ୍ରଣାରୁ ଏକ ନୂଆ ସକାଳ - ଆନ୍ତର୍ଜାତିକ ବୈଧବ୍ୟ ଦିବସ

ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ

ସାଇକେଲକୁ କିଏ ନ ଜାଣେ । ଛୋଟ ବଡ଼ ସମସ୍ତଙ୍କର ପ୍ରିୟ ସାଇକେଲ । ସମୟ ବଦଳିଚାଲିଛି, ସମୟର ସୁଅରେ ଆମେ ବ୍ୟବହାର କରୁଥିବା ଅନେକ ଜିନିଷ ବଦଳିଯାଇଛି, ବା ତା ବଦଳରେ ଆଉ ଅନ୍ୟ କିଛି ଜିନିଷ ଆସିଯାଇଛି, ମାତ୍ର ସାଇକେଲ ସେମିତି ରହିଛି, ଯଦିଓ ପୁରୁଣା ପେଡାଲ ଦିଆ ସାଇକେଲ ଏବେ ଗିଅରଦିଆ ବା ବ୍ୟାଟେରୀ ଚଳିତ ସାଇକେଲରେ ପହଂଚିଛି । ସାଇକେଲ ପୂର୍ବରୁ ବି ଥିଲା, ଏବେ ବି ଅଛି, ଆଗକୁ ବି ରହିବ । ପିଲାଦିନର ସ୍ମୃତିରେ ସାଇକେଲ ସବୁବେଳେ ସଜଳ । ସାଇକେଲରୁ ପଡି କିଏ ଗୋଡ ହାତ ଛିଣ୍ଡେଇନି । ଯେତେ ଅତ୍ୟାଧୁନିକ ସାଇକେଲ ଆସିଲେ ବି ପିଲାବେଳର ବାପା ଦାଦା କି ମାମୁଁଙ୍କର ବାଇଶି ଇଂଚିଆ ସାଇକେଲକୁ ଗୋଡ ଗଳେଇ ଚଲାଇବାର ମଜା କିନ୍ତୁ ନିଆରା । ସାଇକେଲକୁ ନେଇ ସମସ୍ତଙ୍କର କିଛି ନା କିଛି ଅନୁଭୂତି ତ ନିଶ୍ଚୟ ଥିବ । ସାନବେଳେ ସାଇକେଲରୁ ପଡି ଗୋଡ ହାତ ଖଣ୍ଡିଆ କରିଥିବେ ତ ନିଶ୍ଚୟ । ପୁଣି ସାନବେଳେ ସାଇକେଲ ପାଇଁ ଜିଦ୍ଦି କରି କେତେଥର ମାଡ଼ ତ ନିଶ୍ଚୟ କେହି ଖାଇଥିବେ । ପୁଣି ବଡମାନଙ୍କ ସାଇକେଲ ଆଗରେ ବସି ଚକାରେ ଗୋଡ଼ ତ ନିଶ୍ଚୟ କେହି ପୂରାଇଥିବେ । ସାଇକେଲକୁ ନେଇ ଆମ ସମସ୍ତଙ୍କର ଅନଭୂତି ଭିନ୍ନ ଆଉ ଅନନ୍ୟ । ସାଇକେଲର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଔପଚାରିକ

"ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |