1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ
2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର
3. ଅଗ୍ରପୂଜ୍ୟ ଶ୍ରୀଗଣେଶ
4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ
5. ସାମାଜିକ ଏକତାର ପର୍ବ: ନୂଆଖାଇ
6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା
7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ
8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ
9. ଶାରଦୀୟ ଦୁର୍ଗା ପୂଜା
10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି
11. ଅଁଳା ନବମୀ ଓ ରାଧାପାଦ ଦର୍ଶନ
12. ପଞ୍ଚୁକ ବ୍ରତ ଓ ବଡ଼ ଓଷା
13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ
14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି
15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା
16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ
17. ବକୁଳ ଅମାବାସ୍ୟା
18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା
19. ବସନ୍ତ ପଞ୍ଚମୀ
20. ଏକ ପବିତ୍ର ତିଥି - ମାଘ ସପ୍ତମୀ
21. ଶୈବଧର୍ମ ଓ ଶିବରାତ୍ରି
22. ଦୋଳ ପୂର୍ଣ୍ଣିମା
23. ରଙ୍ଗ ଓ ପ୍ରେମର ପର୍ବ: ହୋଲି
24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା
25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା
26. ରାମ ନବମୀର ମହତ୍ତ୍ବ
27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି
28. ଚଇତି ପରବ
29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା
30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା
31. ପବିତ୍ର ସାବିତ୍ରୀ ବ୍ରତ
32. ରଜ ପର୍ବକୁ ନେଇ କିଛି କଥା
33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର
34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ
35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା
36. ଦୀପାବଳି ଓ ଓଡିଶାରେ କାଳୀ ପୂଜା
37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ
38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ
39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି
40. ମାଘ ମାସ ଓ ମାଘ ପୂର୍ଣ୍ଣମୀ
ଦୋଳ ପୂର୍ଣ୍ଣିମା
ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଦୋଳ ପୂର୍ଣ୍ଣିମା ଅନ୍ୟତମ । ଫାଲ୍ଗୁନ ମାସର ପୂର୍ଣ୍ଣିମାକୁ ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ବୋଲି କୁହାଯାଏ । ଋତୁରାଜ ବସନ୍ତର ମଧୁର କ୍ଷଣରେ ପାଳିତ ହେଉଥିବା ଏହି ପର୍ବଟି ସମସ୍ତଙ୍କ ମଧ୍ୟରେ ଭଲପାଇବା ସୃଷ୍ଟି କରେ । ଏହି ପର୍ବଟି ହେଉଛି ପ୍ରେମ ଓ ସଦ୍ଭାବନାର ପର୍ବ ।
ଓଡ଼ିଶାରେ ଦୋଳ ପର୍ବକୁ ନେଇ ଏକ ଭିନ୍ନ ପ୍ରକାରର ଆଗ୍ରହ ଦେଖାଯାଏ । କହିବାକୁ ଗଲେ ବସନ୍ତ ପଞ୍ଚମୀଠାରୁ ଅବିର ଉଡିବା ଆରମ୍ଭ ହୋଇଥାଏ, ମାତ୍ର ଫାଲଗୁନ ଶୁକ୍ଳ ଦଶମୀ ତିଥି ବା ଫଗୁ ଦଶମୀଠାରୁ ବିଧିବଦ୍ଧ ଭାବେ ଦୋଳ ଓ ହୋଲି ପର୍ବ ଆରମ୍ଭ ହୁଏ । ଏହିଦିନଠାରୁ ରାଧା - କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ବସି ଘର ଘର ବୁଲି ଭୋଗ ଖାଇଥାନ୍ତି । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଏହାପରେ ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରଙ୍କୁ ଦୋଳ ମଣ୍ଡପକୁ ନିଆଯାଏ । ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ତାଙ୍କୁ ଅବିର ଅର୍ପଣ କରାଯାଇଥାଏ । ସାରା ଓଡ଼ିଶାରେ ଦୋଳ ପୂର୍ଣ୍ଣିମା ବା ଦୋଳଯାତ ବେଶ ପ୍ରସିଦ୍ଧ । ଓଡିଶାର ଅନେକ ସ୍ଥାନରେ ଏହା ଏକ ସାମୁହିକ ଉତ୍ସବ ଭାବେ ପରିଣତ ହୋଇଛି, ଯାହାକୁ ମେଲଣ ବୋଲି କୁହାଯାଏ । ଠାକୁରମାନେ
"ଦୋଳ ପୂର୍ଣ୍ଣିମା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |