1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ପାରମ୍ପରିକ ଓଡ଼ିଆ ପାନୀୟ: ପଣା
ଖରାଦିନ ଆସିଗଲେ ଥଣ୍ଡା ପାନୀୟର ଚାହିଦା ବଢିଯାଏ । ତେବେ ବଜାରରେ ମିଳୁଥିବା ଥଣ୍ଡା ପାନୀୟଠାରୁ ଘର ତିଆରି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ବେଶ ଭଲ । ଆମ ଓଡ଼ିଆ ଖାଦ୍ୟ ପରମ୍ପରାରେ ଥଣ୍ଡା ପାନୀୟ ଭାବେ ପଣା ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ଓଡ଼ିଆ ସଂସ୍କୃତିରେ ପଣା ଏକ ମୁଖ୍ୟ ପ୍ରସଙ୍ଗ । ଚୈତ୍ର ମଙ୍ଗଳବାରର ପନ୍ଥେଇ ପୂଜାରେ ମୁଖ୍ୟ ଭୋଗ ଭାବେ ପଣା ଭୋଗ ହୋଇଥାଏ । ସେହିପରି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବ ବର୍ଷରେ ଦେବଦେବୀଙ୍କ ନିକଟରେ ପଣା ଓ ଛତୁଆ ଭୋଗ ହେବାର ବିଧି ରହିଛି । ଆସନ୍ତୁ କିଛି ପାରମ୍ପରିକ ପଣାର ପ୍ରସ୍ତୁତି ବିଧି ଜାଣିବା ।
**ବେଲ ପଣା** : ଏହା ଓଡ଼ିଶାର ଏକ ପାରମ୍ପରିକ ପାନୀୟ । ବିଶେଷକରି ମହାବିଷୁବ ସଂକ୍ରାନ୍ତି ଦିନ ଏହି ପଣା ପ୍ରାୟ ସବୁ ଓଡ଼ିଆ ଘରେ ପ୍ରସ୍ତୁତ ହୁଏ । ଏହା ପିଇବା ପାଇଁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ବି ସେତିକି ଭଲ । ଖୁବ କମ ସମୟରେ ଏହି ସ୍ୱାଦିଷ୍ଟ ପାନୀୟଟି ପ୍ରସ୍ତୁତ ହୋଇଥାଏ ।
ଆବଶ୍ୟକୀୟ ସାମଗ୍ରୀ: ପାଚିଲା ବେଲ, ଗୁଡ ବା ଚିନି (ଆପଣଙ୍କ ପସନ୍ଦ ଅନୁସାରେ), ଦହି, ଛେନା, ପାଚିଲା କଦଳୀ ଓ ଆପଣଙ୍କ ପସନ୍ଦ ମୁତାବକ କିଛି ଫଳ, ନଡ଼ିଆ କୋରା, କାଜୁ, କିସମିସ, ବାଦାମ, ଚେରି ଓ ଗୋଲମରିଚ ଗୁଣ୍ଡ ।
"ପାରମ୍ପରିକ ଓଡ଼ିଆ ପାନୀୟ: ପଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |