
ଏକଦା ରାଜ୍ୟର ଭାତହାଣ୍ଡି ରୂପେ ପରିଚିତି ହାସଲ କରିଥିବା ବରଗଡ଼ ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ରେ ନୂତନ ଜିଲ୍ଲା ରୂପେ ମାନ୍ୟତା ପାଇଥିଲା । ଏହି ଜିଲ୍ଲାର ଉତ୍ତରରେ ଛତିଶଗଡ ରାଜ୍ୟ ଏବଂ ପୂର୍ବ ପଟେ ସମ୍ବଲପୁର ଜିଲ୍ଲା ଅବସ୍ଥିତ, ଦକ୍ଷିଣରେ ବଲାଙ୍ଗିର ଜିଲ୍ଲା ଏବଂ ସୁବର୍ଣ୍ଣପୁର ଜିଲ୍ଲା ଏବଂ ପଶ୍ଚିମରେ ନୂଆପଡା ଜିଲ୍ଲା ଅବସ୍ଥିତ । ପୂର୍ବରୁ ଏହା ସମ୍ବଲପୁର ଜିଲ୍ଲା ସହ ରହିଥିଲା । ଏହି
"ପଶ୍ଚିମ ଓଡ଼ିଶାର ଏକ ପୁରାତନ ସହର: ବରଗଡ଼" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |