ଗହ୍ମା ପୂର୍ଣ୍ଣିମା ଓ ଗହ୍ମାଡ଼ିଆଁ

ଗହ୍ମା ପୂର୍ଣ୍ଣିମା ଏକ କୃଷି ଭିତ୍ତିକ ପର୍ବ । ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ, ଏହି ଦିନକୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ରୂପେ ପାଳନ କରାଯିବା ସହ ଏହି ଦିନ ରାକ୍ଷୀ ଉତ୍ସବ ମଧ୍ୟ ପାଳନ କରାଯାଏ |


ଓଡ଼ିଶାର ସବୁ ପୁନେଇଁ ଏକ ସ୍ୱତନ୍ତ୍ର ଦିନ ଭାବେ ଆମ ଜନମାନସରେ ଚଳି ଆସିଛି | ହିନ୍ଦୁ ପରମ୍ପରାରେ ସମସ୍ତ ପର୍ବ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କୁ ଆଧାର କରି ହୋଇଥିବାରୁ ପୂର୍ଣ୍ଣମୀ ଆଉ ଅମାବାସ୍ୟାଗୁଡିକୁ ଆମର ବେଶି ପ୍ରାଧାନ୍ୟ ଦିଆଯାଇଥାଏ | ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ, ଏହି ଦିନକୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ରୂପେ ପାଳନ କରାଯିବା ସହ ଏହି ଦିନ ରାକ୍ଷୀ ଉତ୍ସବ ମଧ୍ୟ ପାଳନ

"ଗହ୍ମା ପୂର୍ଣ୍ଣିମା ଓ ଗହ୍ମାଡ଼ିଆଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ