ଦଶହରା ଓ ଗୋଷାଣୀ ପୂଜା

ସାରା ଭାରତବର୍ଷରେ ମା’ଙ୍କର ଶାରଦୀୟ ପୂଜାକୁ ଦୁର୍ଗା ପୂଜା, ଦଶହରା ପୂଜା, ମାତୃ ପୂଜା, ଶକ୍ତି ପୂଜା, ଠାକୁରାଣୀ ପୂଜା ଆଦି ନାମରେ ନାମିତ କରାଯାଇଥିବାବେଳେ କେବଳ ଶ୍ରୀକ୍ଷେତ୍ରରେ ଏହା “ଗୋଷାଣୀ ପୂଜା” ବା “ଗୋଷାଣୀ ଯାତ” ନାମରେ ଖ୍ୟାତ ।


ଓଁ ସର୍ବ ମଙ୍ଗଲ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ସରଣେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ। ଶକ୍ତି ସ୍ୱରୂପିଣୀ ଶକ୍ତିମୟୀ ହେଉଛନ୍ତି ସକଳ ଶକ୍ତିର ଆଧାର । ମାତୃସ୍ୱରୂପିଣୀ ମାତୃମୟୀ ମା’ ବିଦ୍ୟା ସ୍ୱରୂପିଣୀ ବିଦ୍ୟାଦାୟିନୀ ମା’ । ଭକ୍ତି ସ୍ୱରୂପିଣୀ ଭକ୍ତିମୟୀ ମା’ । ସୌନ୍ଦର୍ଯ୍ୟ ସ୍ୱରୂପିଣୀ ସୌନ୍ଦର୍ଯ୍ୟମୟୀ ମା’ । ପ୍ରକୃତି ସ୍ୱରୂପିଣୀ ପ୍ରେମମୟୀ ମା’ । ଯୁଗେ ଯୁଗେ ମାତୃଶକ୍ତି ବନ୍ଦନୀୟା ଓ ପୂଜନୀୟା ।

"ଦଶହରା ଓ ଗୋଷାଣୀ ପୂଜା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ