ଓଡିଶାର ପ୍ରମୁଖ ଶକ୍ତିପୀଠ ଓ ଶାରଦୀୟ ଦୁର୍ଗା ପୂଜା

ମହାପାର୍ବଣର ପ୍ରଥମ ପର୍ବରେ ଆସେ ଷୋଡ଼ଶ ଉପଚାର ପୂଜା । ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥାଏ ଶରତକାଳୀନ ଶାରଦୀୟ ଦୁର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ।


ଓଡିଶାରେ ପାର୍ବଣର ମାହୋଲ ବେଶ ଅଲଗା । ଧରାପୃଷ୍ଠରେ ପାର୍ବଣ ଋତୁ ଆସିବା ପରେ ପ୍ରକୃତି ରାଣୀ ଧୋବ ଫର ଫର ବେଶରେ ସଜେଇ ହୋଇ ମା'ଙ୍କ ଆଗମନର ପ୍ରସ୍ତୁତିରେ ଲାଗିପଡେ । ନଦୀପଠା ଠାରୁ ରାସ୍ତା ଘାଟ ସବୁ ଠାରେ କାଶତଣ୍ଡୀ ଫୁଲ ହସି ହସି ମା'ଙ୍କୁ ସ୍ୱାଗତ କରେ । ସତରେ ଓଡ଼ିଶାକୁ ପାର୍ବଣ ଆସିଲେ ପ୍ରକୃତିର ବର୍ଣ୍ଣବିଭା ଆକୃଷ୍ଟ କରେ । ଚାରିଆଡେ ନିର୍ମଳ ପରିମଳ

"ଓଡିଶାର ପ୍ରମୁଖ ଶକ୍ତିପୀଠ ଓ ଶାରଦୀୟ ଦୁର୍ଗା ପୂଜା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ