ଓଡିଆ ପରମ୍ପରାର ଅନନ୍ଯ ପର୍ବ - ସାବିତ୍ରୀ ବ୍ରତ

ମାତା ସାବିତ୍ରୀଙ୍କ ନାମାନୁସାରେ ନାମିତ ସାବିତ୍ରୀ ବ୍ରତଟିକୁ ହିନ୍ଦୁ ନାରୀମାନେ ସ୍ୱାମୀଙ୍କର ଦୀର୍ଘାୟୁ ପାଇଁ ପାଳନ କରିଥାନ୍ତି |


ହିନ୍ଦୁ ଧର୍ମରେ ପାଳିତ ହେଉଥିବା ସମସ୍ତେ ପର୍ବପର୍ବାଣୀ ପଛରେ ଏକ ଗୂଢ଼ ରହସ୍ୟ ରହିଥାଏ । ଏଥିରେ ସଂସ୍କୃତି ଓ ଆଧ୍ୟାତ୍ମିକ ବିଶ୍ୱାସର ପ୍ରତିଫଳନ ଘଟିଥାଏ । ହିନ୍ଦୁ ପରମ୍ପରାରେ ମହିଳାମାନେ ନିଜ ସନ୍ତାନ ଆଉ ସ୍ୱାମୀର ମଙ୍ଗଳ କାମନା କରି ଅନେକ ଓଷା ପୂଜା କରିଥାନ୍ତି । ସେଇ ସମସ୍ତ ପୂଜା ଆଉ ଓଷା ମଧ୍ୟରେ ସାବିତ୍ରୀ ବ୍ରତ ନାରୀମାନଙ୍କର ଏକ ଶ୍ରେଷ୍ଠ ପବିତ୍ର ଓ ପ୍ରିୟ ବ୍ରତ

"ଓଡିଆ ପରମ୍ପରାର ଅନନ୍ଯ ପର୍ବ - ସାବିତ୍ରୀ ବ୍ରତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ