
ଜଗନ୍ନାଥ କେବେ ଇନ୍ଦ୍ରନୀଳ ଜ୍ୟୋତି ରୂପେ, କେବେ ନୀଳ ମାଧବ ରୂପେ, କେବେ ଦାରୁ ବ୍ରହ୍ମ ରୂପେ ନୀଳାଦ୍ରି ମଣ୍ଡନ କରି ଆସିଅଛନ୍ତି । ରତ୍ନ ସିଂହାସନରେ ବିଜେ କରିଥିବା ଚାରିମୂର୍ତ୍ତି ହେଉଛନ୍ତି ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ । ଦରିଆ କୂଳରେ ବିରଜିଥିବା ଶ୍ରୀଜଗନ୍ନାଥ ଆଜି ଦରିଆପାରିରେ | କେବଳ ଓଡ଼ିଶା ଭିତରେ ନୁହେଁ, ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ଜଗନ୍ନାଥ ସଂସ୍କୃତିର ଆଦର ବଢିଛି
"ବିଶ୍ବଦେବତା ଶ୍ରୀଜଗନ୍ନାଥଙ୍କ ଅନନ୍ଯ ଲୀଳା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |