ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ଶ୍ରୀକ୍ଷେତ୍ରରେ ବାରମାସରେ ତେରଯାତ୍ରା ମଧ୍ୟରେ ଏହି ନବଦିନାତ୍ମକ ରଥଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ।


ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେଉଛି । ଆଜିଠାରୁ ଆରମ୍ଭ ହେବ, ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଶ୍ରୀକ୍ଷେତ୍ରରେ ବାରମାସରେ ତେରଯାତ୍ରା ମଧ୍ୟରେ ଏହି ନବଦିନାତ୍ମକ ରଥଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ । ରଥ ଉପରେ ପ୍ରଭୁଙ୍କର ଆକର୍ଷଣୀୟ ଲାବଣ୍ୟ ବାମନ ରୂପକୁ ଦେଖି ଭକ୍ତମାନେ କେବଳ ପାପରୁ ମୁକ୍ତି ପାଆନ୍ତି ତାହା

"ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ