ରଘୁନାଥ ପାଣିଗ୍ରାହୀ: ଭାବ ଓ ରାଗର ମହାସାଗର

ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ଭାରତୀୟ ସଙ୍ଗୀତର, ବିଶେଷ କରି ଓଡିଶୀ ସଙ୍ଗୀତର ଅନନ୍ୟ କିମଦନ୍ତୀ ପୁରୁଷ । ଭାରତୀୟ ସଙ୍ଗୀତର ଶାସ୍ତ୍ରୀୟ ଏବଂ ଲୋକପ୍ରିୟ ଧାରାରେ ଏକ ବିକଳ୍ପ ଇତିହାସର ନିର୍ମାତା ପଣ୍ଡିତ ସୁରମଣି ରଘୁନାଥ ପାଣିଗ୍ରାହୀଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି ।


ଫଟୋ - ୱିକିପିଡିଆ
ଯେଉଁମାନେ ମଞ୍ଚରେ ରଘୁନାଥ ପାଣିଗ୍ରାହୀଙ୍କ ଗୀତ ଶୁଣି ନାହାଁନ୍ତି, ସେମାନେ ନିଶ୍ଚିତ ଭାବରେ ତାଙ୍କ ଜୀବନରେ ଗୋଟେ ଦିବ୍ୟ ଅନୁଭବକୁ ହରାଇଛନ୍ତି । ସେ ଯେଉଁଭଳି ଭାବରେ ହରମୋନିୟମ ବଜାଇ ଗୀତ ଗାଇଥାନ୍ତି, ତାହା ଅବର୍ଣ୍ଣନୀୟ । ତାଙ୍କୁ ଭଲ ପାଉଥିବା ସଙ୍ଗୀତପ୍ରେମୀଙ୍କ ପାଇଁ ରଘୁନାଥ ପାଣିଗ୍ରାହୀ କେବେ ଗୀତ ଗାଉନଥିଲେ ବରଂ ସେ ଏକ ଗୀତ ଗାଉ ଗାଉ ସ୍ଵୟଂ ଗୀତରେ ରୂପାନ୍ତରିତ ହେଇଯାଉଥିଲେ । ସେ ଗୀତ

"ରଘୁନାଥ ପାଣିଗ୍ରାହୀ: ଭାବ ଓ ରାଗର ମହାସାଗର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ