1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’

୧୯୬୦ ମସିହାରେ ମୁକ୍ତିଲାଭ କରିଥିଲା ‘ଶ୍ରୀଲୋକନାଥ’ । ଓଡ଼ିଆ ଚଳଚ୍ଚିତ୍ରକୁ ସର୍ବଭାରତୀୟ ସ୍ତରରେ ପରିଚିତି କରାଇବାରେ ଏହି ଫିଲ୍ମଟିର ଭୂମିକା ଅନନ୍ୟ । ଫିଲ୍ମଟି ସର୍ବଭାରତୀୟ ସ୍ତରରେ ମର୍ଯ୍ୟାଦାପୂର୍ଣ୍ଣ ରୌପ୍ୟପଦକ ଲାଭ କରିଥିଲା । ରୂପରାଗ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ରହିଥିଲା ପ୍ରଫୁଲ୍ଲ ସେନଗୁପ୍ତଙ୍କ ଉପରେ । ଏହି ସିନେମା ଜରିଆରେ ଅକ୍ଷୟ ମହାନ୍ତି (କାଶ୍ୟପ) ଅଭିନୟ ଜୀବନ ଆରମ୍ଭ କରିଥିଲେ । ଅଶ୍ବିନୀ କୁମାର ଘୋଷଙ୍କ ରଚିତ ଏହି କାହାଣୀର ଚିତ୍ରନାଟ୍ୟ ଦେଇଥିଲେ ପ୍ରେମେନ୍ଦ୍ର ମିଶ୍ର । ଏହି ସିନେମାରେ ସାମୁଏଲ ସାହୁ (ବାବି), ଦୁଃଖୀରାମ ସ୍ଵାଇଁ, ଅକ୍ଷୟ ମହାନ୍ତି (କାଶ୍ୟପ), ଇନ୍ଦ୍ରଜିତ ଘୋଷ, ନିତ୍ୟାନନ୍ଦ ମିଶ୍ର, କମଳ କୁମାରି ମହାପାତ୍ର, ମଣିମାଳା, ନିର୍ମଳା, ସୌମେନ୍ଦ୍ର, ଉର୍ବଶୀ, କାନନଵାଳା, ଇନ୍ଦୁ, ବୃନ୍ଦାବନ ଓ ଶିଶୁକଳାକାର ଝୁନୁ ଓ ଇନ୍ଦ୍ରଜିତ ପ୍ରମୁଖ ଅଭିନୟ କରିଥିଲେ । ସମ୍ପୂର୍ଣ୍ଣ ପାରିବାରିକ କାହାଣୀର କଥାବସ୍ତୁକୁ ନେଇ ଏଇ ସିନେମାଟି ପ୍ରସ୍ତୁତ ହୋଇଥିଲା । ସିନେମାଟିର ପ୍ରଥମାର୍ଦ୍ଧରେ ଡାକ୍ତର ଅଜୟ କୁମାର ପଟ୍ଟନାୟକ, ତାଙ୍କ ସ୍ତ୍ରୀ ବାସନ୍ତୀ, ଦିଅର ବିଜୟଙ୍କ ଜୀବନଙ୍କୁ ନେଇ ଗତିଶୀଳ ହୋଇଛି । ଡାକ୍ତର ଅଜୟ କୁମାର ପଟ୍ଟନାୟକ ଭଗବାନଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁନଥିବାବେଳେ ତାଙ୍କ ପତ୍ନୀ ବାସନ୍ତୀ କିନ୍ତୁ ଈଶ୍ୱରଙ୍କୁ ବହୁତ ବିଶ୍ୱାସ କରନ୍ତି । ମାତ୍ର ଦୁହେଁ ନିଃସନ୍ତାନ । ବାସନ୍ତୀ ତାଙ୍କ ଦିଅର ବିଜୟକୁ ବହୁତ ସ୍ନେହ କରନ୍ତି । ତାଙ୍କ

"ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |