1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
୧୯୩୬ ମସିହାରେ ଓଡ଼ିଆ ସିନେମାର ମୂଳଦୁଆ ପଡିଥିଲା ‘ସୀତା ବିବାହ’ କଥାଚିତ୍ର ଜରିଆରେ । ଏହି ସିନେମାର ମୁକ୍ତିଲାଭର ପ୍ରାୟ ପନ୍ଦର ବର୍ଷ ପରେ ଆସିଥିଲା ‘ଲଳିତା’ । ଏହାପରେ ପଚାଶ ଦଶକରେ ପରଦାକୁ ଆସିଲା ଶ୍ରୀଜଗନ୍ନାଥ । ଏହାପରଠାରୁ ଓଡ଼ିଆ ସିନେମା ନିରବଚ୍ଛିନ୍ନ ଭାବରେ ପ୍ରସ୍ତୁତ ହୋଇ ଚାଲିଲା । ଓଡ଼ିଆ କଥାଚିତ୍ର କ୍ରମରେ ‘ସପ୍ତଶଯ୍ୟା’ ଚତୁର୍ଥ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା ଭାର ସମ୍ଭାଳିଥିଲେ ଢେଙ୍କାନାଳ ରାଜପରିବାରର ଶେଷ ସଦସ୍ୟ ପ୍ରତାପ ସିଂହଦେଓ, ଯିଏ ନିନି ସାହେବ ଭାବେ ବେଶ ପରିଚିତ ଥିଲେ । ବିଶିଷ୍ଟ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ କାହାଣୀର ଏହି ସିନେମାକୁ ନିର୍ଦ୍ଦେଶନା ଦେଇଥିଲେ କଲ୍ୟାଣ ଗୁପ୍ତା । ‘ସପ୍ତଶଯ୍ୟା’ ହେଉଛି ଢେଙ୍କାନାଳର ଏକ ଲୋକପ୍ରିୟ ସ୍ଥାନ । କୁହାଯାଏ ଶ୍ରୀରାମ ବନବାସ ସମୟରେ ସେଇ ପର୍ବତରେ କିଛି ଦିନ ଆଶ୍ରୟ ନେଇଥିଲେ । ତେବେ କିମ୍ବଦନ୍ତୀକୁ ନେଇ ଏହି କଥାଚିତ୍ରଟି ପ୍ରସ୍ତୁତ ହୋଇନଥିଲା । ପ୍ରଥମ ତିନୋଟି ଓଡ଼ିଆ ସିନେମା ପୌରାଣିକ କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ ଚତୁର୍ଥ ସିନେମାଟିର କାହାଣୀ ସମ୍ପୂର୍ଣ୍ଣ ରୂପେ ସାମାଜିକଧର୍ମୀ ଥିଲା ।
ଏହି ସିନେମାରେ ଅଭିନୟ କରିଥିଲେ ବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି, ଗିରିଧାରି, ପଙ୍କଜ ନନ୍ଦ, ରତିକାନ୍ତ ନାୟକ, କିଶୋରି ରାଜେନ୍ଦ୍ର, ଟୁନିଆ ପ୍ରମୁଖ । ସେହିପରି ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌର ଗୌସ୍ୱାମୀ ଓ ସୁରେନ ପାଲ । ଏଥିରେ ଥିବା
"ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |