1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ‘ମାୟା ମିରିଗ’ ଓଡ଼ିଆ ସିନେ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ନୀରଦ ମହାପାତ୍ର । ଏହି ସିନେମାରେ କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା, ବିନୋଦ ମିଶ୍ର, ବଂଶୀଧର ଶତପଥୀ, ସୁଜାତା ଆଦି କଳାକାରମାନେ ଅଭିନୟ କରିଥିଲେ । ବିଭୂତି ପଟ୍ଟନାୟକଙ୍କ କାହାଣୀର ଏହି ସିନେମାଟିରେ ସଂଳାପ ରଚନା କରିଥିଲେ ନୀରଦ ମହାପାତ୍ର । ଏଥିରେ ରାଜୁ ମିଶ୍ର କ୍ୟାମେରାରେ ସହାୟତା କରିଥିଲେ ।
ଏକ ମଧ୍ୟବିତ୍ତ ଯୌଥ ପରିବାରର କାହାଣୀକୁ ନେଇ ସଜ୍ଜିତ ଏହି କାହାଣୀରେ ପରିବାର ପ୍ରତି ଆଜିକାଲିର ପିଲାମାନଙ୍କର ମନସ୍ତତ୍ତ୍ୱକୁ ଦର୍ଶାଯାଇଛି । ସିନେମାର କାହାଣୀରେ ରାଜକିଶୋର ବାବୁ, ସ୍ତ୍ରୀ, ଚାରି ପୁଅ ଓ ଗୋଟିଏ ଝିଅ ଓ ବୁଢ଼ୀ ମା’ଙ୍କୁ ନେଇ ରୁହନ୍ତି । ଚାରି ପୁଅ ମଧ୍ୟରେ ବଡ ପୁଅ କଲେଜର ଅଧ୍ୟାପକ ଥିବାବେଳେ ସେ ବିବାହିତ । ଦ୍ଵିତୀୟ ପୁତ୍ରଟି ଦିଲ୍ଲୀରେ ଆଇଏଏସ ପାଇଁ ଟ୍ରେନିଂ ନେଉଥିବାବେଳେ ସମସ୍ତଙ୍କ ଆଶାର କାରଣ ପାଲଟିଛି । ତୃତୀୟ ପୁଅଟି ପରିବାର ମଧ୍ୟରେ ରହୁଥିବାବେଳେ ଚତୁର୍ଥ ପୁଅଟି କ୍ରିକେଟ ସୌଖିନ । ସମସ୍ତଙ୍କୁ ନେଇ ସାଙ୍ଗ ହୋଇ ଆଗକୁ ବଢିବାର ଆଶା ରଖିଥିବା ରାଜକିଶୋରବାବୁଙ୍କ ପରିବାରରେ ଭିନ୍ନ ସ୍ୱର ଶୁଭେ ଯେତେବେଳେ ତାଙ୍କର ଦ୍ଵିତୀୟ ପୁତ୍ର ଆଇଏଏସ ପାଇ ସାରିବା ପରେ ସହରରେ ବଢିଥିବା ଜଣେ ଝିଅଙ୍କୁ ବିବାହ କରେ
"ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |