ଓଡିଆ ସାହିତ୍ଯ ଓ ଜନଜାତି

ଇତିହାସର ଏକ ଅବିଛେଦ୍ୟ ଅଙ୍ଗ ହେଉଛନ୍ତି ଜନଜାତି । ପୁଣି ଏହି ଜନଜାତିମାନେ ହେଉଛନ୍ତି ବିବିଧ ସଂସ୍କୃତି, ପରମ୍ପରା, ଭାଷା ଓ ଜ୍ଞାନର ଗନ୍ତାଘର । ଓଡିଆ ଉପନ୍ଯାସରେ ଜନଜାତି ଏକ ବଳିଷ୍ଠ ସ୍ବର ଭାବେ ସର୍ବଦା ଉଭା ହୋଇଛି ।


ଜନଜାତି - ସର୍ବପ୍ରଥମ ଜାତି । ଏମାନେ ହିଁ ମୂଳ ନିବାସୀ । ଇତିହାସର ଏକ ଅବିଛେଦ୍ୟ ଅଙ୍ଗ ଭାବେ ଏହି ଜନଜାତିମାନେ ହେଉଛନ୍ତି ବିବିଧ ସଂସ୍କୃତି, ପରମ୍ପରା, ଭାଷା ଓ ଜ୍ଞାନର ଗନ୍ତାଘର । ପ୍ରକୃତିର ଏହି ନିରୀହ ଅଧିବାସୀଙ୍କ ଜୀବନଶୈଳୀ ଖୁବ ସରଳ । ଏହି ସରଳତା ହିଁ ତାଙ୍କ ଜୀବନର ମୁଖ୍ୟ ଅଙ୍ଗ । ଜନଜାତିଙ୍କର ସରଳ ଜୀବନଯାପନ ସର୍ବଦା ଆକର୍ଷଣୀୟ । ଏହି ଜନଜାତିଙ୍କ

"ଓଡିଆ ସାହିତ୍ଯ ଓ ଜନଜାତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ