1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ମ୍ୟୁଜିକାଲ ହିଟ୍ ଯାଯାବର
ଯାଯାବର ସିନେମାଟି ନାଟକ ‘ଯାଯାବର’ ଆଧାରରେ ନିର୍ମିତ ହୋଇଥିଲା । ଏହି ନାଟକର ସଫଳ ମଂଚାୟନ ପରେ ଏହା ସିନେମା ଆକାରରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ସେତେବେଳର ବହୁ ଲୋକପ୍ରିୟ କଳାକାରମାନେ ଅଭିନୟ କରିଥିଲେ । ଏହି ସିନେମାର ମୁଖ୍ୟ ଭୂମିକାରେ ଶ୍ରୀରାମ ପଣ୍ଡା, ବନଜା ମହାନ୍ତି, ହେମନ୍ତ ଦାସ, ତ୍ରିପୁରା ମିଶ୍ର, ମାଷ୍ଟର ମାଣିଆ, ବାବି, ଦୁଃଖିରାମ, ହେମନ୍ତ, ଭବାନୀ ପଣ୍ଡା, ଶ୍ୟାମଳେନ୍ଦୁ, ମୀରା, ପ୍ରୀତି ପ୍ରମୁଖ ଅଭିନୟ କରିଥିଲେ । ସିନେମାଟି ୧୯୭୫ ମସିହା ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା ।
ସିନେମାର ନିର୍ଦ୍ଦେଶନା ଭାର ରହିଥିଲା ତ୍ରିମୂର୍ତ୍ତିଙ୍କ ହାତରେ । ଅଭିନେତା ହେମନ୍ତ ଦାସ, ନାଟ୍ୟକାର ବିଜୟ ମିଶ୍ର ଓ ସଂଗୀତକାର ଅକ୍ଷୟ ମହାନ୍ତି ପ୍ରମୁଖ ତ୍ରିମୂର୍ତ୍ତି ଭାବେ ଏଥିରେ ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ନିଭାଇଥିଲେ । ଏହି ସିନେମାର ପ୍ରଯୋଜନା ଦାୟିତ୍ୱରେ ଥିଲେ ବିଜୟ ପଟ୍ଟନାୟକ । ସିନେମାଟି ପ୍ରଥମେ କଳାଧଳାରେ ମୁକ୍ତିଲାଭ କରିଥିବାବେଳେ ପୁନର୍ବାର ଏହା ରଙ୍ଗୀନରେ ମୁକ୍ତିଲାଭ କରିଥିଲା । ସିନେମାର କାହାଣୀ ଓ ସଂଳାପ ବିଜୟ ମିଶ୍ର ରଚନା କରିଥିବାବେଳେ ଏହାର ଚିତ୍ରନାଟ୍ୟର ଭାର ତ୍ରିମୂର୍ତ୍ତି ସମ୍ଭାଳିଥିଲେ । ସିନେମାରେ ଅକ୍ଷୟ ମହାନ୍ତି ଉଭୟ ଗୀତ ରଚନା ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି ସିନେମାର ଗୀତଗୁଡିକରେ ପ୍ରଣବ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ତୃପ୍ତି ଦାସ, ଗୀତା ପଟ୍ଟନାୟକ ପ୍ରମୁଖ କଣ୍ଠଦାନ କରିଥିଲେ ।
ସିନେମାର ସମ୍ପାଦକ ଥିଲେ ମଦନ ଗୁପ୍ତେ
"ମ୍ୟୁଜିକାଲ ହିଟ୍ ଯାଯାବର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |