
ଆଜି ହେଉଛି ଇଂରାଜୀ ନବ ବର୍ଷ ଅର୍ଥାତ ୨୦୨୩ ମସିହାର ପ୍ରଥମ ଦିନ । ତାରିଖ ପରେ ତାରିଖ ବଦଳି ଶେଷରେ ଆଜି କ୍ୟାଲେଣ୍ଡର ବଦଳିଯାଇଛି, ଆଜିଠୁ ଆରମ୍ଭ ହୋଇଛି ନୂଆ କ୍ୟାଲେଣ୍ଡର । ସାରା ବିଶ୍ୱରେ ପ୍ରଚଳନ ହେଉଥିବା ଗ୍ରୀଗ୍ରୋରିଆନ କ୍ୟାଲେଣ୍ଡର ବଦଳିଛି । କିନ୍ତୁ ଆଜି ବି ବିଶ୍ୱର ବହୁ ସମୁଦାୟ ଓ ଧର୍ମାବଲମ୍ବୀମାନେ ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବା ପଞ୍ଜିକାକୁ ବିଶ୍ୱାସ କରନ୍ତି ।
"ଇଂରାଜୀ ନବ ବର୍ଷ ଓ କ୍ୟାଲେଣ୍ଡର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |