1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
ଆଜିର ସମୟରେ ଆମ ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସାଧାରଣ ଜୀବନଚର୍ଯ୍ୟା ହେଉ ଅଥବା ବିଳାସବ୍ୟସନପୂର୍ଣ୍ଣ ଜୀବନ ସବୁଠି ଟେକ୍ନୋଲୋଜି ନିଜର ଆଧିପତ୍ୟ ଜାହିର କରୁଛି ।
ଦେଖିବାକୁ ଗଲେ ଏବେ ଟେକ୍ନୋଲୋଜି ଆମକୁ ସବୁ ଦିଗରୁ ଘେରି ରହିଛି । ଟେକ୍ନୋଲୋଜି ଆମର ପ୍ରତ୍ୟେକ ଆବଶ୍ୟକତା ପୂରଣ କରୁଛି । କେବଳ ଏତିକି ନୁହେଁ, ସମଗ୍ର ମଣିଷ ସମାଜ ଆଜିକାଲି ବହୁ ପରିମାଣରେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ । ଟେକ୍ନୋଲୋଜି ଆମର ପ୍ରତ୍ୟେକ କାର୍ଯ୍ୟକୁ ଉନ୍ନତ ଏବଂ ସହଜ କରିବାରେ ସାହାଯ୍ୟ କରୁଥିବାରୁ ଏହା ଅଧିକ ଜନପ୍ରିୟ ହୋଇପାରିଛି । ଯୋଗାଯୋଗ, ଚିକିତ୍ସା, ଶିକ୍ଷା ଏବଂ ବ୍ୟବସାୟ ଆଦିରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଟେକ୍ନୋଲୋଜି ବିନା ଏବେ ଦୁନିଆରେ ବଂଚିବା କାଠିକର ପାଠ । ସରଳ ଶବ୍ଦରେ, ଏବେ ଦେଶ କିମ୍ବା ଦେଶର ନାଗରିକଙ୍କ ବିକାଶ ପାଇଁ ଟେକ୍ନୋଲୋଜି ଅପରିହାର୍ଯ୍ଯ ହୋଇପଡିଛି ।
ବିଜ୍ଞାନ, ବୈଷୟିକ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଜଡ଼ିତ ଅନ୍ୟ ସମସ୍ତଙ୍କ ସଫଳତାକୁ ସ୍ମରଣ କରିବା ପାଇଁ ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ ପ୍ରତିବର୍ଷ ମେ ୧୧ରେ ପାଳନ କରାଯାଏ । ତେବେ ଟେକ୍ନୋଲୋଜି ଡେ ମେ ୧୧ରେ କାହିଁକି ପାଳନ ହୁଏ । ୧୯୯୮ ମସିହା ଆଜିର ଦିନରେ ଭାରତ
"ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |