ଜାତୀୟ ମହାକାଶ ଦିବସ

ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ (ISRO) । କିପରି ଥିଲା ଏହାର ଯାତ୍ରା, ଜାଣନ୍ତୁ ସେ ସମ୍ପର୍କରେ କିଛି ।


ଆଜି ହେଉଛି ଜାତୀୟ ମହାକାଶ ଦିବସ । ଆଜି ଭାରତବର୍ଷରେ ପ୍ରଥମଥର ପାଇଁ ଏହି ଦିବସର ପାଳନ କରାଯାଉଛି | ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ (ISRO) । ୨୦୨୩ ମସିହା ଅର୍ଥାତ ଗତବର୍ଷ ଠିକ୍ ଆଜିର ଦିନରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ସାରା ବିଶ୍ୱ ଦେଖିଥିଲା ବିଜ୍ଞାନ

"ଜାତୀୟ ମହାକାଶ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ