1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ଭାରତୀୟ ଡାକ ଦିବସ
ଯଦିଓ ଅକ୍ଟୋବର ୯ ତାରିଖକୁ ବିଶ୍ୱ ଡାକ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଅକ୍ଟୋବର ୧୦ ତାରିଖକୁ ଭାରତୀୟ ଡାକ ଦିବସ ରୂପେ ପାଳନ କରାଯାଏ । ଜାତୀୟ ଡାକ ଦିବସ ଅବସରରେ ଡାକ ବିଭାଗ ଜାତୀୟ ଡାକ ସପ୍ତାହ ପାଳନ କରିଥାଏ । ଭାରତୀୟ ଜନଜୀବନରେ ଡାକସେବାର ଏକ ଅନନ୍ୟ ଭୂମିକା ରହିଛି । ଏହା କେବଳ ଚିଠି ଦେଣନେଣ, ଲଫାପା, ଡାକ ଟିକଟ ବିକ୍ରି କରି ନ ଥାଏ ବରଂ ସମ୍ପର୍କୀୟଙ୍କୁ ପରସ୍ପର ସହ ଆତ୍ମିକ ଭାବେ ଯୋଡି ଥାଏ । ‘ଜାତୀୟ ଡାକ ଦିବସ’ର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଡାକସେବା ବିଷୟରେ ପ୍ରଚାର ପ୍ରସାର କରିବା ଏବଂ ଏହାର ଗୁରୁତ୍ୱ ବିଷୟରେ ଜଣାଇବା । ଏଥିସହ ଲୋକଙ୍କ ସାମାଜିକ ଜୀବନ ଓ ଦେଶରେ ଅର୍ଥନୈତିକ ବିକାଶରେ ଏହାର ଅବଦାନ ବିଷୟରେ ପ୍ରଚାର କରିବା ।
୧୮୫୪ ମସିହାରେ ଭାରତରେ ଡାକ ସେବା ଆରମ୍ଭ ହୋଇଥିଲା । ତେବେ ସର୍ବପ୍ରଥମେ ୧୭୬୬ ମସିହାରେ ଦେଶରେ ଡାକସେବା ଆରମ୍ଭ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ୱାରେନ୍ ହାଷ୍ଟିଙ୍ଗସ୍ ପଦକ୍ଷେପ ନେଇଥିଲେ । ଏହା ପ୍ରଥମେ "କମ୍ପାନୀ ମେଲ୍" ନାମରେ ପ୍ରତିଷ୍ଠିତ ହୋଇଥିଲା । ପରେ ପରେ ଏହା ଲର୍ଡ ଡେଲହାଉସୀଙ୍କ ଦ୍ୱାରା ୧୮୫୪ ମସିହାରେ ଏକ ସେବାରେ ରୂପାନ୍ତରିତ ହୋଇଥିଲା ।
ବାସ୍ତବରେ ଦେଶର ଡାକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ
"ଭାରତୀୟ ଡାକ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |