1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
ଦୁଗ୍ଧ ବା କ୍ଷୀର ହେଉଛି ଏକ ପୁଷ୍ଟିକର ପାନୀୟ ପଦାର୍ଥ । ଏଥିରେ କ୍ୟାଲ୍ସିୟମ୍, ଫସ୍ଫରସ୍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ । ଜୁନ ୧ତାରିଖକୁ ବିଶ୍ୱ ଦୁଗ୍ଧ ଦିବସ ରୂପେ ପାଳନ କରାଯାଉଥିବାବେଳେ ଭାରତରେ ନଭେମ୍ବର ୨୬କୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗେସ୍ କୁରିଏନ୍ଙ୍କ ଜନ୍ମଦିନକୁ ଦେଶରେ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ । ୨୦୧୪ ରୁ ପ୍ରତିବର୍ଷ ୨୬ ନଭେମ୍ବର ଆମ ଦେଶରେ ଏହି ଦିବସ ପାଳନ କରାଯାଉଛି । ‘ଶ୍ୱେତ ବିପ୍ଲବ’ ବିଶ୍ୱର ସବୁଠାରୁ ବଡ଼ ଓ ସଫଳ କୃଷି ବିକାଶ କାର୍ଯ୍ୟକ୍ରମ । ଭାରତରେ ଏହା ଅପରେସନ ଫ୍ଲଡ଼ ଭାବେ ଅଭିହିତ କରାଯାଏ ।
୧୯୨୧ ନଭେମ୍ବର ୨୬ତାରିଖରେ କେରଳର କୋଷିକୋଡ଼ରେ ଜନ୍ମ ହୋଇଥିଲେ ‘ଶ୍ୱେତ ବିପ୍ଲବ’ର ଜନକ ଡ. ଭର୍ଗେସ୍ କୁରିଏନ୍ । ଏକଦା ଭାରତ ଦୁଗ୍ଧ ଅଭାବୀ ରାଷ୍ଟ୍ର ଥିଲା । ମାତ୍ର ୧୯୯୮ରେ ଭାରତ, ଆମେରିକାକୁ ପଛରେ ପକାଇ, ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ପାଲଟିଥିଲା । ଏହା ସମ୍ଭବ ହୋଇଥିଲା ଡ. ଭର୍ଗେସ୍ କୁରିଏନ୍ଙ୍କ ପାଇଁ । ଡ.କୁରିଏନ୍ଙ୍କର ଦୂରଦୃଷ୍ଟି, କାର୍ଯ୍ୟଶୈଳୀ, ନିଷ୍ଠାପର ଉଦ୍ୟମ ଦ୍ୱାରା ଦେଶ ଦୁଗ୍ଧ ବଳକା ରାଷ୍ଟ୍ରରେ ପରିଣତ ହୋଇଥିଲା । ସେ
"ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |