ଆମ ସଂସ୍କୃତିର ଏକ ଅନନ୍ଯ ପରିଭାଷା - ହସ୍ତତନ୍ତ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ହସ୍ତତନ୍ତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ । ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତର ପ୍ରମୁଖ ଭୂମିକା ରହିଛି ।


ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ହସ୍ତତନ୍ତ ଦେଶର ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିଥାଏ । ଦେଶର ଲକ୍ଷ ଲକ୍ଷ ବୁଣାକାର ଓ କାରିଗରଙ୍କୁ ଜୀବିକା ଯାେଗାଇ ହସ୍ତତନ୍ତ ଶିଳ୍ପ ଭାରତର ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ହସ୍ତତନ୍ତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପାଳିତ କରାଯାଉଥିବା ଏ ଦିବସର ମୂଳ ଲକ୍ଷ୍ଯ ହେଉଛି ଜାତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ବଦେଶୀ ଅର୍ଥନୀତିକୁ

"ଆମ ସଂସ୍କୃତିର ଏକ ଅନନ୍ଯ ପରିଭାଷା - ହସ୍ତତନ୍ତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ