
ସ୍ୱାଧୀନ ଭାରତକୁ ଆଜି ୭୬ ବର୍ଷ ପୁରିଲା | ଆଜିର ଦିନରେ ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ଭାରତର ଏକ ନୂତନ ଅଭ୍ଯୁଦୟର ପରିଚୟ ଆରମ୍ଭ ହୋଇଥିଲା | ଆଜିକୁ ଠିକ୍ ୭୬ବର୍ଷ ପୂର୍ବେ ଦେଶ ୨୦୦ବର୍ଷର ବ୍ରିଟିଶ ଶାସନରୁ ମୁକ୍ତି ପାଇ ସ୍ୱାଧୀନ ହୋଇଥିଲା । କହିବାକୁ ଗଲେ ସେଇଦିନ ଗୋଟିଏ ନୂତନ ଯୁଗର ସୂତ୍ରପାତ ହୋଇଥିଲା । ସେବେଠାରୁ ଏହି ଦିନକୁ ଭାରତ ସ୍ୱାଧୀନତା ଦିବସ ରୂପେ ପାଳନ
"ବିଜୟୀ ବିଶ୍ୱ ତ୍ରିରଙ୍ଗା ପ୍ୟାରା .... ଝଣ୍ଡା ଉଁଚା ରହେ ହମାରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |