ଜାତୀୟ ପୁରସ୍କାର ଓ ଓଡ଼ିଆ କଥାଚିତ୍ର ପ୍ରତୀକ୍ଷା

୬୯ତମ ଜାତୀୟ ସିନେ ପୁରସ୍କାରରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ସିନେମାର ପୁରସ୍କାର ହାତେଇ ଆମ ରାଜ୍ଯ ପାଇଁ ଗୌରବ ଆଣିଛି । ଏହାକୁ ନେଇ କିଛି କଥା ...


ଚଳିତବର୍ଷ ପାଇଁ ଜାତୀୟ ସିନେ ପୁରସ୍କାର ଘୋଷଣା ହୋଇଛି । ବିଗତ ବର୍ଷ ପରି ଚଳିତଥର ଦକ୍ଷିଣ ଭାରତୀୟ ସିନେମା ନିଜର ଦବଦବା ଦେଖାଇଥିଲେ ମଧ୍ୟ ହିନ୍ଦୀ ସିନେମା ଏବଂ ସର୍ବୋପରି ଆଞ୍ଚଳିକ ସିନେମାଗୁଡିକ ମଧ୍ୟ ନିଜର ଦମ୍ ଦେଖାଇଛନ୍ତି । ତେବେ ଚଳିତ ବର୍ଷ ଶ୍ରେଷ୍ଠ ଆଂଚଳିକ ସିନେମାର ପୁରସ୍କାର ହାତେଇବାରେ ଓଡ଼ିଆ ସିନେମା ମଧ୍ୟ ସମର୍ଥ ହୋଇଛି । ଓଡ଼ିଆ ସିନେମା 'ପ୍ରତୀକ୍ଷା' ଶ୍ରେଷ୍ଠ ଆଞ୍ଚଳିକ ଭାଷାର

"ଜାତୀୟ ପୁରସ୍କାର ଓ ଓଡ଼ିଆ କଥାଚିତ୍ର ପ୍ରତୀକ୍ଷା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ