ବାଉନ ବଜାର ତେପନ ଗଳିର ସହର: କଟକ

ମହାନଦୀ କୂଳରେ ଅବସ୍ଥିତ ଓଡ଼ିଶାର ସର୍ବପୁରାତନ ନ‌ଗର ହେଉଛି କଟକ । ପୁଣି ଏହି କଟକ ହେଉଛି ବାଉନ ବଜାର ତେପନ ଗଳିର ସହର । ଆସନ୍ତୁ ନଜର ପକାଇବା ଇତିହାସର ମୂକସାକ୍ଷୀ ରୂପେ ଛିଡା ହୋଇଥିବା କଟକ ଜିଲ୍ଲା ଉପରେ ।


ମହାନଦୀ କୂଳରେ ଅବସ୍ଥିତ ଓଡ଼ିଶାର ସର୍ବପୁରାତନ ନ‌ଗର ହେଉଛି କଟକ । ଏହି ଜିଲ୍ଲାର ସୀମାକୁ ଲାଗିରହିଛି ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା । ୧୯୪୮ରେ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ଘୋଷିତ ହେବା ପୂର୍ବରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । ସେଥିପାଇଁ କଟକ ଓ ଭୁବନେଶ୍ୱରକୁ ଦ୍ୱୈତନଗରୀ ବୋଲି କୁହାଯାଏ । ଆଜି ବି କଟକ

"ବାଉନ ବଜାର ତେପନ ଗଳିର ସହର: କଟକ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ