ଶିବ ଓ ମହାଶିବରାତ୍ରୀ

ଜୀବଜଗତର ଜନ୍ମମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର । ଯୋଗ ପରମ୍ପରାରେ ଶିବଙ୍କୁ ଆଦିଯୋଗୀ ବା ପ୍ରଥମ ଯୋଗୀ ଭାବରେ ବିବେଚନା କରାଯାଏ ।


ହିନ୍ଦୁଧର୍ମ ଧର୍ମରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ସୃଷ୍ଟି, ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ । ମହେଶ୍ୱର ଶିବ ହେଉଛନ୍ତି ସଂହାରକ | ସେ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ହେଉଛନ୍ତି ଦେବଦେବ ମହାଦେବ ପୁଣି ସତ୍ୟ, ଶିବ, ସୁନ୍ଦର । ଶିବ ହେଉଛନ୍ତି ଅକାଳମୃତ୍ୟୁ ହରଣର ମହାଶକ୍ତି ‘ମୃତ୍ୟୁଞ୍ଜୟ’ । ସାଗର ମନ୍ଥନରୁ

"ଶିବ ଓ ମହାଶିବରାତ୍ରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ