ଗୁଡ଼ି ଓ ଗୁଡ଼ି ଉଡ଼ା ପର୍ବ

ଗୁଡ଼ି ଏକ କାଗଜର ଟୁକୁଡା ନୁହେଁ, ବରଂ ଏହା ଜୀବନ ବଂଚିବାର କଳା । କାଗଜରେ ନିର୍ମିତ ଗୁଡ଼ି ହେଉଛି ପ୍ରତ୍ୟେକ ମଣିଷର ଆଶା, ଆକାଂକ୍ଷା, ଯାହା ମନର ବିଶ୍ୱାସକୁ ଉଡିବା ପାଇଁ ଡେଣା ଦେଇଥାଏ ।


ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସହ ଭାରତୀୟ ଧର୍ମଧାରାର ବେଶ ଗଭୀର ସମ୍ପର୍କ ଦେଖିବାକୁ ମିଳେ । ସୂର୍ଯ୍ୟ ସକଳ ଶକ୍ତିର ଆଧାର । ମାନବ ସଭ୍ୟତା ଆରମ୍ଭରୁ ହିଁ ପ୍ରକୃତି ପୂଜା ରହିଛି । ପ୍ରାଗ - ଐତିହାସିକ କାଳରୁ ମନୁଷ୍ଯ ବୃକ୍ଷ, ଧରିତ୍ରୀ, ସୂର୍ଯ୍ଯ, ଚନ୍ଦ୍ର, ପାହାଡ, ଝରଣା, ନଦୀ ଆଦିକୁ ପୂଜା କରିଆସିଛି । ସୂର୍ଯ୍ୟଙ୍କର ଭିନ୍ନ ଭିନ୍ନ ପୂଜା ଥିଲେ ମଧ୍ୟ ପୌଷ ସଂକ୍ରାନ୍ତି ଅର୍ଥାତ

"ଗୁଡ଼ି ଓ ଗୁଡ଼ି ଉଡ଼ା ପର୍ବ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ