ଓଡ଼ିଆ ପରମ୍ପରାରେ ଝୁଲଣ ଯାତ୍ରା

ଶ୍ରୀମନ୍ଦିରରେ ଏହି ଝୁଲଣ ଯାତ୍ରା ଏକ ଅନନ୍ୟ ପରମ୍ପରା । ଶ୍ରାବଣ ଶୁକ୍ଲ ଦଶମୀରୁ ଶ୍ରୀମନ୍ଦିରରୁ ଝୁଲଣ ଯାତ୍ରା ଆରମ୍ଭ ହୁଏ ।


ଓଡ଼ିଆ ପରମ୍ପରାରେ ଓଷା, ବ୍ରତ, ଯାନିଯାତ୍ରା ଏକ ମୁଖ୍ୟ ଅଙ୍ଗ । ପ୍ରତ୍ୟେକ ଦିନ ଓ ତିଥିର ଏଠି ବିଶେଷ ମହତ୍ତ୍ୱ ରହିଛି । ଓଡ଼ିଶାର ଧର୍ମୀୟ ପରମ୍ପରାରେ ଝୁଲଣର ସ୍ଥାନ ସ୍ୱତନ୍ତ୍ର । ଝୁଲଣ ଅର୍ଥ ଝୁଲିବା । ଓଡ଼ିଆ ପର୍ବ ରଜରେ ଯେମିତି ଆମେ ଦୋଳି ଖେଳି ଝୁଲିଥାଉ । ଆମ ଠାକୁର ମଧ୍ୟ ସେମିତି ଝୁଲିଥାନ୍ତି । ଦୋଳ ଉତ୍ସବରେ ଠାକୁରମାନେ ଦୋଳରେ ବା ଦୋଳ

"ଓଡ଼ିଆ ପରମ୍ପରାରେ ଝୁଲଣ ଯାତ୍ରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ