1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ବୈଶାଖ ଆସି ସାରିଛି । ଚାରିଆଡେ ଚାଲିଛି ଗ୍ରୀଷ୍ମର ରାଜୁତି । ଆଗକୁ ସାବିତ୍ରୀ ଓ ରଜ । ଏବେ ଘରକୁ ଆସିବ ରଜ - ସାବିତ୍ରୀ ବେଭାର ।
ଏଥିରେ ଲୁଗାପଟା, ମିଠା ସହିତ ଥାଏ ଫଳ ଭାର । ଏହି ଫଳ ଭାର ଭିତରେ ଥାଏ ଆମ୍ବ, ପଣସ । ସାଧାରଣତଃ ଖରାଦିନେ ଏହି ଦୁଇଟି ଫଳ ବିଶେଷ ପରିମାଣରେ ମିଳିଥାଏ । ପଣସ ଆମ ରାଜ୍ୟର ଏକ ଲୋକପ୍ରିୟ ଫଳ । ଆମ ଦେଶର ପ୍ରସିଦ୍ଧ ବୃକ୍ଷମାନଙ୍କ ମଧ୍ୟରେ ପଣସ ଅନ୍ୟତମ । ଏହା ଏକ ଚିରହରିତ୍ ବୃକ୍ଷ । ଭାରତୀୟ ଚାଷରେ ପ୍ରାୟ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି । ଦକ୍ଷିଣ ଏସିଆରେ ଏହା ଅଧିକ ପରିମାଣରେ ଉତ୍ପାଦନ କରାଯାଏ । ଭାରତର ସମଗ୍ର ପଶ୍ଚିମ ଉପକୂଳ ଏବଂ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।
ପଣସ ସବୁ ଫଳମାନଙ୍କ ମଧ୍ୟରେ ବୃହତ, ଲମ୍ବା ଓ ଓଜନିଆ । ପଣସର ଆକାର ଗୋଲ କିମ୍ବା ଲମ୍ବାଳିଆ ହୋଇଥାଏ । ଫଳର ଉପରିଭାଗ ଚୋପା ବେଶ୍ ମୋଟା ଏବଂ କଣ୍ଟାଳିଆ ହୋଇଥାଏ । ପ୍ରଥମେ ଏହାର ରଙ୍ଗ ଶାଗୁଆ ଥାଏ କିନ୍ତୁ ଧୀରେ ଧୀରେ ହଳଦିଆ ମିଶା ମାଟିଆ ରଙ୍ଗରେ ପରିଣତ ହୁଏ । ପାଚିଲା ପଣସ ଭିତରେ ବଡ଼ ବଡ଼ ହଳଦିଆ
"ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |