1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା 2. ବିଶ୍ଵ ଚକୋଲେଟ୍‌ ଦିବସ: ଜାଣନ୍ତୁ ଚକୋଲେଟ୍‌ ସମ୍ପର୍କରେ କିଛି ଜଣା ଅଜଣା କଥା 3. ନଦୀ ପାଇଁ ଦୁଇପଦ 4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା 5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ 6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ 7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ 8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ 9. ବିଶ୍ୱ ଜଳ ଦିବସର ବାର୍ତ୍ତା 10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ 11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା 12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ 13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା 14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ 15. ସ୍ମାଇଲ୍ ପ୍ଲିଜ 16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ 17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ 18. ଅତୀତର ଆଇନା: ସଂଗ୍ରହାଳୟ 19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ 20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି 21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ 22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ 23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା 24. ଚକୋଲେଟ୍‌: କୁଛ ମିଠା ହୋ ଯାଏ 25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା 26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା 27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି 28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ 29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି 30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର 31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ 32. ଆଦିବାସୀଙ୍କ ପାଇଁ ଦିନଟିଏ 33. ହାତୀ ପାଇଁ ଦିନଟିଏ 34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ 35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା 36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ 37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ 38. ବିଶ୍ୱ ମଧୁମେହ ଦିବସ 39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍ 40. ଆଜି ବିଶ୍ୱ ଟେଲିଭିଜନ ଦିବସ 41. ବିଶ୍ବ ରେଡିଓ ଦିବସ - କିଛି କଥା 42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ 43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା 44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା 45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ 46. ଲଜ୍ୟା ନୁହେଁ ବରଂ ସ୍ୱଚ୍ଛତା ଜରୁରୀ 47. ବିଶ୍ୱସ୍ତରୀୟ ସମସ୍ୟା - କ୍ଷୁଧା 48. ବୈଧବ୍ଯର ଯନ୍ତ୍ରଣାରୁ ଏକ ନୂଆ ସକାଳ - ଆନ୍ତର୍ଜାତିକ ବୈଧବ୍ୟ ଦିବସ

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି

ଜଙ୍ଗଲର ରାଜା ବାଘକୁ କିଏ ଅବା ନ ଜାଣେ । ବାଘ ହେଉଛି ବିରାଡି ପ୍ରଜାତିର ସର୍ବବୃହତ ଜୀବ । ନିଜ ଦେହର ସ୍ୱତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ଆମ ଓଡ଼ିଆରେ ବାଘକୁ ବାଘମାମୁଁ ବୋଲି କୁହାଯାଏ । ଆମ ଗପ କାହାଣୀରେ ବାଘ ବେଶ୍ ଲୋକପ୍ରିୟ । ବିଶେଷତଃ ଶିଶୁ କାହାଣୀରେ ବାଘମାମୁଁ ଏକ ପରିଚିତ ନାମ । ଭାରତୀୟ ପୁରାଣ, କିମ୍ବଦନ୍ତୀ, ଲୋକକଥାରେ ବାଘକୁ ନେଇ ଅନେକ କାହାଣୀ ରହିଛି । ପୁଣି ଦେବୀ ଦୁର୍ଗାଙ୍କ ବାହନ ହେଉଛି ବାଘ । ବାଘ ହେଉଛି ଭାରତ, ବାଂଲାଦେଶ, ମାଲେସିଆ ଓ ଦକ୍ଷିଣ କୋରିଆ ପ୍ରଭୃତି ଦେଶର ଜାତୀୟ ପଶୁ । ବାଘ ସଂରକ୍ଷଣ ପ୍ରତି ସଚେନତନା ବୃଦ୍ଧି କରିବା ଓ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ରୁଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ଏନେଇ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ୱବାସୀ ‘ବାଘ ଦିବସ’ ପାଳନ କରିଆସୁଛନ୍ତି । ଏହି ସମ୍ମିଳନୀରେ ୧୩ଟି ଦେଶ ଅଂଶଗ୍ରହଣ କରିଥିଲେ । ଏବଂ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଦେଶ

"ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |