ଚା’ - ସଭିଙ୍କର ପ୍ରିୟ । ସକାଳ ହେଉ କି ସନ୍ଧ୍ୟା ଚା’ କପ୍ ଟିଏ ନ ପିଇଲେ ଆମର ଦିନ ଆରମ୍ଭ ହୁଏନି କି ଦିନ ସରେନି । ଏହାର ଗୁରୁତ୍ବ କିଏ ବୁଝୁ ବା ନ ବୁଝନ୍ତୁ ଆମ ଦେଶରେ କିନ୍ତୁ ‘ଚା’ର ଚାହିଦା ବେଶ ରହିଛି । ଚା’ କେବଳ ଏକ ପାନୀୟ ନୁହେଁ ଏହା ଆମ ଜୀବନର ଗୋଟେ ଅଂଶ ଯେମିତି । ଚା’
"ଅନ୍ତର୍ଜାତୀୟ ଚା’ ଦିବସ - କେବେ ଓ କାହିଁକି ହୁଏ ପାଳନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |