1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା
2. ବିଶ୍ଵ ଚକୋଲେଟ୍ ଦିବସ: ଜାଣନ୍ତୁ ଚକୋଲେଟ୍ ସମ୍ପର୍କରେ କିଛି ଜଣା ଅଜଣା କଥା
3. ନଦୀ ପାଇଁ ଦୁଇପଦ
4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା
5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ
6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ
7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ
8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ
9. ବିଶ୍ୱ ଜଳ ଦିବସର ବାର୍ତ୍ତା
10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ
11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା
12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ
13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା
14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ
15. ସ୍ମାଇଲ୍ ପ୍ଲିଜ
16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ
17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ
18. ଅତୀତର ଆଇନା: ସଂଗ୍ରହାଳୟ
19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ
20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି
21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ
22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ
23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା
24. ଚକୋଲେଟ୍: କୁଛ ମିଠା ହୋ ଯାଏ
25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା
26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା
27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି
28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ
29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି
30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର
31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ
32. ଆଦିବାସୀଙ୍କ ପାଇଁ ଦିନଟିଏ
33. ହାତୀ ପାଇଁ ଦିନଟିଏ
34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ
35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା
36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ
37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
38. ବିଶ୍ୱ ମଧୁମେହ ଦିବସ
39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍ଭିଜିବଲ୍ ଭିଜିବଲ୍
40. ଆଜି ବିଶ୍ୱ ଟେଲିଭିଜନ ଦିବସ
41. ବିଶ୍ବ ରେଡିଓ ଦିବସ - କିଛି କଥା
42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ
43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା
44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା
45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ
46. ଲଜ୍ୟା ନୁହେଁ ବରଂ ସ୍ୱଚ୍ଛତା ଜରୁରୀ
47. ବିଶ୍ୱସ୍ତରୀୟ ସମସ୍ୟା - କ୍ଷୁଧା
48. ବୈଧବ୍ଯର ଯନ୍ତ୍ରଣାରୁ ଏକ ନୂଆ ସକାଳ - ଆନ୍ତର୍ଜାତିକ ବୈଧବ୍ୟ ଦିବସ
ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ
ଦୁନିଆର ସବୁଠୁ ମିଠା ଓ ସୁନ୍ଦର ଶବ୍ଦ ହେଉଛି ମା' । ତ୍ୟାଗ ଓ ଭଲପାଇବାର ପ୍ରତୀକ ହେଉଛି ମାଆ । ମା’ ଶବ୍ଦଟି ଛୋଟ କିନ୍ତୁ ଏହାର ଅର୍ଥ ବ୍ୟାପକ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ, ସେ ନଥିଲେ ସବୁ ଅସାର । ୧୦ ମାସ ୧୦ ଦିନ ନିଜ ଗର୍ଭରେ ଧରି ଯିଏ ଶିଶୁକୁ ସଂସାରକୁ ଆଣେ ସେ ହେଉଛି ମା’ । ରକ୍ତକୁ ପାଣି କରି ସେ ସନ୍ତାନକୁ ମଣିଷ କରେ, ସେଥିପାଇଁ ତ ସେ ସ୍ୱର୍ଗଠାରୁ ବଡ ଓ ପୁଣି ଈଶ୍ବରଙ୍କଠାରୁ ମହାନ । ନିଜ ସନ୍ତାନ ପାଇଁ ମା ହେଉଛି ଦୁନିଆ ସବୁଠୁ ବଡ ଯୋଦ୍ଧା । ଯେ କୌଣସି ବିପଦ ହେଉ ତା ସନ୍ତାନଟି ପାଇଁ ସେ ଡେଇଁପଡ଼େ । ମା' ଏମିତି ଏକ ଶବ୍ଦ ଯାହାକୁ ଶବ୍ଦରେ ବଖାଣିବା ସମ୍ଭବ ନୁହେଁ । ସଂସାରର ଯେତେ ଶ୍ରଦ୍ଧା ସବୁ ମା’ଠୁ ଆରମ୍ଭ, ମା’ଠାରେ ହିଁ ଶେଷ । ମା’ର ପଣତ ପିଲାଙ୍କ ପାଇଁ ସବୁଠୁ ଅଧିକ ନିର୍ଭୟ ଆଶ୍ରୟସ୍ଥଳ । ତା’ର ପ୍ରତିଟି ଇଚ୍ଛାରେ ଥାଏ ତା’ ସନ୍ତାନ ପ୍ରତି ସ୍ନେହ, ପ୍ରୀତି ଓ ଅଫୁରନ୍ତ ମମତା ।
ଆମ ଇତିହାସ ଓ ପୁରାଣରେ ମା'ମାନଙ୍କର ଚମତ୍କାର ବର୍ଣ୍ଣନା ରହିଛି । ସନ୍ତାନ ପାଇଁ ମାତୃତ୍ବ ବିଳପି
"ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |