1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ପୁରୁଷଙ୍କ ପାଇଁ ଦିନଟିଏ
ସଂସାର ଚକରେ ନାରୀ ଓ ପୁରୁଷ ଦୁଇଟି ଚକ । ଉଭୟଙ୍କର ସହଭାଗିତା ହିଁ ଏକ ସୁସ୍ଥ ସଂସାର ସୃଷ୍ଟି କରିଥାଏ । ସମାଜରେ ନାରୀର ଯେତିକି ଗୁରୁତ୍ୱ ରହିଛି ଜଣେ ପୁରୁଷର ବି ସେତିକି ଗୁରୁତ୍ୱ ରହିଛି ।
ପୁରୁଷ ହେବା ଏତେ ସହଜ ନୁହେଁ, ଜୀବନର ପ୍ରତ୍ୟେକ ସୋପାନରେ ସେ ନିଜକୁ ସଠିକ ପ୍ରମାଣିତ କରିବା ପାଇଁ ଅନେକ ସଙ୍ଘର୍ଷ କରେ । ଭାରତୀୟ ସମାଜରେ ପୁରୁଷ ହେଉଛି ଘରର ମେରୁଦଣ୍ଡ । ପରିବାର ମୁଖିଆ ରୂପେ ସେ ଅନେକ ଦାୟିତ୍ୱ ଗ୍ରହଣ କରେ । ବାପା ରୂପେ ସେ ପରିବାରର ସମସ୍ତ ଦାୟିତ୍ୱ ତୁଲାଉଥିବାବେଳେ ଭାଇ, ସ୍ୱାମୀ, ପୁଅ ଆଦି ସବୁ ଭୂମିକାରେ ସେ ନିଜର ତ୍ୟାଗ ଓ ବଳିଦାନର ପରାକାଷ୍ଠା ଦେଖାଏ । ପ୍ରତ୍ୟେକ ଦିନ ରୋଜଗାର ଚିନ୍ତାରେ ସେ ନିଜକୁ ଭୁଲିଯାଏ । ନିଜ କାମକୁ ନେଇ ତତ୍ପରତା ଦେଖାଏ । ପିଲାଟି ଦିନରୁ ବଡ ହେବା ଯାଏ ପ୍ରତ୍ୟେକ ସୋପାନରେ ସେ ନିଜକୁ ପ୍ରତିପାଦିତ କରେ ।
ତେବେ ଭାରତରେ ୨୦୦୭ ମସିହାରେ ପ୍ରଥମଥର ପାଇଁ ଏହି ଦିବସର ପାଳନ କରାଯାଇଥିଲା । ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷମାନଙ୍କ ସମସ୍ୟା ବିଷୟରେ ମୌଳିକ ସଚେତନତା ସୃଷ୍ଟି କରିବା ସହ ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା । ଚଳିତ ବର୍ଷ
"ପୁରୁଷଙ୍କ ପାଇଁ ଦିନଟିଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |