1. ଅନ୍ତର୍ଜାତୀୟ ଚା’ ଦିବସ: ଚା’କୁ ନେଇ କିଛି କଥା 2. ବିଶ୍ଵ ଚକୋଲେଟ୍‌ ଦିବସ: ଜାଣନ୍ତୁ ଚକୋଲେଟ୍‌ ସମ୍ପର୍କରେ କିଛି ଜଣା ଅଜଣା କଥା 3. ନଦୀ ପାଇଁ ଦୁଇପଦ 4. ଆନ୍ତର୍ଜାତୀୟ କଫି ଦିବସ: କଫିକୁ ନେଇ କିଛି କଥା 5. ବିଶ୍ୱ ଡାକ ଦିବସରେ ଜାଣନ୍ତୁ ଏହାର ଇତିହାସ ସମ୍ପର୍କରେ 6. ବିଶ୍ୱ ମ୍ଯୁଜିକ୍ ଥେରାପି ଦିବସ: ଚିକିତ୍ସାରେ ସଂଗୀତ 7. ମହିଳାଙ୍କ ଲାଗି ଦିନଟିଏ: ଅନ୍ତର୍ଜାତୀୟ ମହିଳା ଦିବସ 8. ବିଶ୍ୱ ଘରଚଟିଆ ଦିବସ: ମୁଁ ଘରଚଟିଆକୁ ଭଲ ପାଏ 9. ବିଶ୍ୱ ଜଳ ଦିବସର ବାର୍ତ୍ତା 10. ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ଜଗତ, ଆମ ସ୍ୱାସ୍ଥ୍ୟ 11. ବିଶ୍ୱ ଐତିହ୍ୟ ଦିବସକୁ ନେଇ କିଛି କଥା 12. ବିଶ୍ୱ ବସୁନ୍ଧରା ଦିବସ: ପୃଥିବୀ ଲାଗି ଦିନଟିଏ 13. ବିଶ୍ୱ ପୁସ୍ତକ ଓ ସ୍ବତ୍ବାଧିକାର ଦିବସ: ଆସନ୍ତୁ ବହି ପଢିବା 14. ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଉଦ୍ଦେଶ୍ୟ ଓ ଲକ୍ଷ୍ୟ 15. ସ୍ମାଇଲ୍ ପ୍ଲିଜ 16. ତ୍ୟାଗ ଓ ଭଲପାଇବାର ପ୍ରତୀକ: ମାଆ 17. ଆନ୍ତର୍ଜାତିକ ସେବିକା ଦିବସ: ସେବା ପାଇଁ ଉତ୍ସର୍ଗୀକୃତ ଜୀବନ 18. ଅତୀତର ଆଇନା: ସଂଗ୍ରହାଳୟ 19. ତମାଖୁ: ମଣିଷ ସମାଜ ପାଇଁ ସବୁଠୁ ବଡ ବିପଦ 20. ଗ୍ଲୋବାଲ୍ ଡେ ଅଫ୍ ପ୍ୟାରେଣ୍ଟସ୍, କେବେ ଓ କାହିଁକି 21. ସାଇକେଲ: ପୁରୁଣା ଦିନ, ଆଜିର ଦିନ ଓ ଆଗାମୀ ଦିନ 22. ବିଶ୍ବ ପରିବେଶ ଦିବସ: କେବଳ ଗୋଟିଏ ବିଶ୍ୱ 23. ବିଶ୍ବାସ ଓ ଭରସାର ପ୍ରତୀକ: ବାପା 24. ଚକୋଲେଟ୍‌: କୁଛ ମିଠା ହୋ ଯାଏ 25. ବିଶ୍ୱ ଜନସଂଖ୍ୟା ଦିବସକୁ ନେଇ କିଛି କଥା 26. ବିଶ୍ୱ ପେପର ବ୍ୟାଗ ଦିବସ - ପ୍ଲାଷ୍ଟିକକୁ ନା 27. ଦୁନିଆର ଦ୍ରୁତତମ ସମ୍ପ୍ରସାରିତ ଭାଷା - ଇମୋଜି 28. ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ: ପ୍ରକୃତି ପାଇଁ ଦିନଟିଏ 29. ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: କେବେ ଓ କାହିଁକି 30. ସ୍ତନ୍ଯପାନ - ପ୍ରତ୍ଯେକ ଶିଶୁର ଅଧିକାର 31. ବନ୍ଧୁ ଲାଗି ଦିନଟିଏ: ବନ୍ଧୁତା ଦିବସ 32. ଆଦିବାସୀଙ୍କ ପାଇଁ ଦିନଟିଏ 33. ହାତୀ ପାଇଁ ଦିନଟିଏ 34. ବିଶ୍ୱ ଫଟୋଗ୍ରାଫି ଦିବସ - ଫଟୋ ବି ଅନେକ କଥା କୁହେ 35. ବିଶ୍ୱ ପର୍ଯ୍ଯଟନ ଦିବସର ଅନୁଚିନ୍ତା 36. ବିଶ୍ୱ ହୃଦୟ ଦିବସ - ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ 37. ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ - ଜାଣନ୍ତୁ ଏହାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ 38. ବିଶ୍ୱ ମଧୁମେହ ଦିବସ 39. ବିଶ୍ୱ ଶୌଚାଳୟ ଦିବସ - ମେକିଂ ଦି ଇନ୍‌ଭିଜିବଲ୍ ଭିଜିବଲ୍ 40. ଆଜି ବିଶ୍ୱ ଟେଲିଭିଜନ ଦିବସ 41. ବିଶ୍ବ ରେଡିଓ ଦିବସ - କିଛି କଥା 42. ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅନ୍ତରାଳରେ 43. ବିଶ୍ୱ ନିଦ୍ରା ଦିବସର ପ୍ରାସଙ୍ଗିକତା 44. କବି ହୃଦୟର ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି - କବିତା 45. କଳା ଓ ସଂସ୍କୃତିର ପରିଚାୟକ - ନୃତ୍ୟ 46. ଲଜ୍ୟା ନୁହେଁ ବରଂ ସ୍ୱଚ୍ଛତା ଜରୁରୀ 47. ବିଶ୍ୱସ୍ତରୀୟ ସମସ୍ୟା - କ୍ଷୁଧା 48. ବୈଧବ୍ଯର ଯନ୍ତ୍ରଣାରୁ ଏକ ନୂଆ ସକାଳ - ଆନ୍ତର୍ଜାତିକ ବୈଧବ୍ୟ ଦିବସ

ଆଦିବାସୀଙ୍କ ପାଇଁ ଦିନଟିଏ

ଅଗଷ୍ଟ ୯ ତାରିଖ ହେଉଛି ଆନ୍ତର୍ଜାତିକ ଜନଜାତି ଦିବସ । ଏହାକୁ ମଧ୍ୟ ଆଦିବାସୀ ଦିବସ କୁହାଯାଏ । ୧୯୮୨ ମସିହାରେ ଆଦିବାସୀଙ୍କ ଭାଷା, ସଂସ୍କୃତି, ମୌଳିକ ଅଧିକାର ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ ଏକ କମିଟି ଗଠନ କରିଥିଲା । ଏହି କମିଟିର ପ୍ରଥମ ବୈଠକ ୧୯୮୨ ମସିହା ଅଗଷ୍ଟ ୯ ତାରିଖରେ ବସିଥିଲା । ସେବେଠାରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୯ ତାରିଖକୁ ଆଦିବାସୀ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି । ବିଶେଷକରି ଏହି ଦିନଟି ପୃଥିବୀର ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ପାଳନ କରାଯାଏ । ଏଇ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀଙ୍କ ଶିକ୍ଷା, ସଂସ୍କୃତି, ଅର୍ଥନୈତିକ ଏବଂ ସାମାଜିକ ବିକାଶ, ପରିବେଶ ଏବଂ ଏହି ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ କାର୍ଯ୍ୟ କରିବା । ଶିକ୍ଷା, ସ୍ବାସ୍ଥ୍ଯ ଓ ବିକାଶ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସମାଜର ମୁଖ୍ଯସ୍ରୋତରେ ସାମିଲ୍ କରାଇବା । ଆଦିବାସୀ ସମ୍ପ୍ରଦାୟର ଅବଦାନ ଏବଂ ସଫଳତାକୁ ବିଶ୍ୱସ୍ତରୀୟ କରିବା ମଧ୍ୟ ଏହି ଦିବସର ଅନ୍ଯତମ ଲକ୍ଷ୍ଯ । ତେବେ ପ୍ରତିବର୍ଷ ମିଳିତ ଜାତିସଂଘ ଏହି ଦିବସ ପାଳନ ପାଇଁ ଏକ ଥିମ୍ ବା ବିଷୟବସ୍ତୁ ଚୟନ କରିଥାନ୍ତି । ସେଇ କ୍ରମରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ପାରମ୍ପରିକ ଜ୍ଞାନର ସଂରକ୍ଷଣ ଏବଂ ପ୍ରସାରରେ ଆଦିବାସୀ ମହିଳାଙ୍କ ଭୂମିକା’। ଏହି ଥିମ ଜରିଆରେ ଆଦିବାସୀ ସମ୍ପ୍ରଦାୟର

"ଆଦିବାସୀଙ୍କ ପାଇଁ ଦିନଟିଏ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |