ଅନ୍ତର୍ଜାତୀୟ ଚେସ୍ ଦିବସ

ଆଜି ହେଉଛି ଅନ୍ତର୍ଜାତୀୟ ଚେସ୍ ଦିବସ । ଚେସ୍‌ ହେଉଛି ରଣକୌଶଳ ଓ ତୀକ୍ଷ୍‌ଣ ବୁଦ୍ଧିର ଖେଳ । ପ୍ରାଚୀନ କାଳରୁ ଚେସ୍‌କୁ ମାନସିକ ଶକ୍ତିର ଏକ ଖେଳ ରୂପେ ଖେଳାଯାଉଛି ।


ଆଜି ହେଉଛି ଅନ୍ତର୍ଜାତୀୟ ଚେସ୍ ଦିବସ । ୟୁରୋପରେ ଚେସ୍‌କୁ ବୁଦ୍ଧିଆଙ୍କ ଖେଳ ବୋଲି ବିବେଚନା କରାଯାଏ । ଋଣକୌଶଳ, ତୀକ୍ଷ୍ମ ବୁଦ୍ଧିର ଖେଳ ଭାବେ ପରିଚିତ ଚେସ୍‌ର ଆରମ୍ଭ ଭାରତରୁ ହୋଇଥିବାର ଗବେଷକଙ୍କ ମତ। ପ୍ରାୟ ୧୫୦୦ ବର୍ଷ ପୂର୍ଵରୁ ଏହି ଖେଳର ଉତ୍ପତ୍ତି ଭାରତରେ ହୋଇଥିଲା ବୋଲି କୁହାଯାଏ । ଭାରତରେ ମଧ୍ୟ ଚେସ୍ ର ଏକ ସୁଦୀର୍ଘ ଇତିହାସ ରହିଛି । ଆମେ ଚତୁରଙ୍ଗଠାରୁ ଆରମ୍ଭ

"ଅନ୍ତର୍ଜାତୀୟ ଚେସ୍ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ