1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
ଆମର ଅତି ପରିଚିତ ନିତିଦିନିଆ ମସଲା ହେଉଛି ସୋରିଷ । ଆମ ରୋଷେଇରେ ବ୍ୟବହୃତ ହେଉଥିବା ପଞ୍ଚଫୁଟଣରେ ସୋରିଷ ମୁଖ୍ୟ ଉପାଦାନ । ସୋରିଷ ଦିଆ ମାଛ ତରକାରୀ ହେଉ କି ବେସର ବ୍ୟଞ୍ଜନ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ । ଆମ ଆରାଧ୍ୟ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ବ୍ୟଞ୍ଜନରେ ମଧ୍ୟ ସୋରିଷ ବ୍ୟବହାର ହୁଏ । କେବଳ ସୋରିଷ ମଞ୍ଜିକୁ ମସଲା ଭାବେ ବ୍ୟବହାର କରାଯାଏ ତାହା ନୁହେଁ, ସୋରିଷ ଶାଗ ବି ବେଶ୍ ସୁଆଦିଆ ଆଉ ସୋରିଷ ତେଲ ଆମ ଖାଦ୍ୟରେ ଏକ ପ୍ରମୁଖ ଉପାଦାନ ।
"ଅତି ପରିଚିତ ନିତିଦିନିଆ ମସଲା - ସୋରିଷ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |