1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ଜାଇଫଳ ଓ ଜାଇତ୍ରୀ
ଭାରତୀୟ ମସଲାରେ ଜାଇଫଳ ନିଜର ବାସ୍ନା ପାଇଁ ବେଶ ପରିଚିତ । ଯଦିଓ ଏହି ମସଲା ସବୁଦିନିଆ ବ୍ୟବହାର ହୁଏ ନାହିଁ, ତେବେ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଜାଇଫଳ ଏକ ଉତ୍କୃଷ୍ଟ ମସଲା । ପଲଉ, ତଥା ମସଲାଦିଆ ତରକାରୀରେ ଏହାର ବ୍ୟବହାର ହୁଏ । ପାନରେ ମଧ୍ୟ ବାସନା ପାଇଁ ଜାଇତ୍ରୀ ଓ ଜାଇଫଳ ପକାନ୍ତି । ଜାଇଫଳକୁ ଇଂରାଜୀରେ ନଟମେଗ କୁହାଯାଉଥିବାବେଳେ ଏହାର ବୈଜ୍ଞାନିକ ନାମ ହେଉଛି - ମିରିଷ୍ଟିକା ଫ୍ରାଗ୍ରାନ୍ସ (Myristica fragrans) । ଏହି ଗଛର ଜନ୍ମସ୍ଥାନ ହେଉଛି ସ୍ପାଇସ୍ ଦ୍ଵୀପପୁଞ୍ଜ, ମଲ୍ୟୁକା ଦ୍ବୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ଏସିଆର କେତେକ ଅଞ୍ଚଳ । ତେବେ ଅନେକ ଅଞ୍ଚଳରେ ଏ ଗଛ ଏବେ ଚାଷ କରାଗଲାଣି ।
ଜାଇଫଳ ଗଛ ଦେଖିବାକୁ ଖୁବ୍ ସୁ୍ନ୍ଦର । ଏହା ଏକ ଚିରହରିତ୍ ବୃକ୍ଷ । ଯଦିଓ ଏହି ଗଛ ବଢିବା ପାଇଁ ଆର୍ଦ୍ର ଜଳବାୟୁ ଓ ଗଭୀର ଦୋରସା ମାଟି ଆବଶ୍ୟକ କରେ ତଥାପି ଏହା ସମୁଦ୍ର କୂଳରେ ଏବଂ ଉଷ୍ଣ ଉପତ୍ଯକାରେ ଭଲ ରୂପେ ବଢ଼େ । ଗଛରେ ଫୁଲ ଫୁଟିବାର ପାଞ୍ଚ ଛ ମାସ ପରେ ଫଳ ପାକଳ ହୁଏ । ଏହାର ଫଳ କାଗେଜି ଲେମ୍ବୁ ପରି ଦେଖିବାକୁ ହୋଇଥିଲେ ବି ଏହା କେତେବେଳେ ଗୋଲାକାର ଓ ଆଉ କେତେବେଳେ ନାସପାତି ଆକାରର ହୋଇଥାଏ । ଏହି ଫଳର ଉପର
"ଜାଇଫଳ ଓ ଜାଇତ୍ରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |