1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ସ୍ୱାଧୀନ ଭାରତର ଜନ୍ମତିଥି
ସ୍ୱାଧୀନ ଭାରତର ଜନ୍ମତିଥି ଅଗଷ୍ଟ ୧୫ । ସ୍ବାଧୀନତା ଉତ୍ସବ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବମୁଖର । ଦେଶବାସୀଙ୍କ ପାଇଁ ଏହା ଐତିହାସିକ ଓ ସଂକଳ୍ପର ଦିନ । ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତା ପାଇଁ କେତେ ତ୍ୟାଗ ଓ ବଳିଦାନ ଦିଆଯାଇଛି, ତାହାର ଠିକଣା ନାହିଁ ।
ଆମର ପବିତ୍ର ଜନ୍ମଭୂମି ଭାରତବର୍ଷ ପ୍ରାୟ ୨୦୦ ବର୍ଷ ଧରି ଇଂରେଜ ଶାସନାଧୀନ ହୋଇ ରହିଥିଲା । ଆଜକୁ ୭୫ ବର୍ଷ ପୂର୍ବେ ଏହି ଦିବସରେ ଆମେ ଗୋରା ଶାସକମାନଙ୍କ କବଳରୁ ମୁକ୍ତ ହୋଇ ସ୍ୱାଧୀନତାର ସ୍ୱାଦ ଅନୁଭବ କରିଥିଲୁ । ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ବାଧୀନତା ପାଇଲା । ଏହି ଦିନଠାରୁ ଗୋଟିଏ ନୂତନ ଯୁଗର ସୂତ୍ରପାତ ହେଲା । ସାରା ବିଶ୍ୱ ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ସମଗ୍ର ମାନବ ଜାତି ପାଇଁ ରାଜନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥନୀତିକ ସ୍ତରରେ ଏକ ଅଭିନବ ଚେତନା ଜାଗ୍ରତ କରି ଏକ ନୂତନ ଯୁଗର ଦିଗ୍ଦର୍ଶନ ଦେଲା । ଏହି ଦିନ ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ଭାରତର ଏକ ନୂତନ ଅଭ୍ଯୁଦୟର ପରିଚୟ ଦେଇଥିଲା ।
ଏହି ଦିନ ପାଇଁ ସମଗ୍ର ଅଞ୍ଚଳର ସମସ୍ତ ଧର୍ମର ନରନାରୀଙ୍କୁ ଏକତ୍ର କରି ଗାନ୍ଧିଜୀ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ଜାତୀୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଭାରତର ଜନଗଣଙ୍କୁ
"ସ୍ୱାଧୀନ ଭାରତର ଜନ୍ମତିଥି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |